Latest Odisha News

BREAKING NEWS

ଅର୍ଚ୍ଚନାଙ୍କ କଳାଧନ ଗୁମର: ଜେରା ପାଇଁ ବାପାଙ୍କୁ ଟାଣିଲା ଇଡି

ଭୁବନେଶ୍ୱର: କେଉଁଠୁ ଆସିଲା ଏତେ ସମ୍ପତି ? ୫ ବର୍ଷରେ କେମିତି କୋଟିପତି ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ? ଏହାକୁ ନେଇ ତନାଘନା ଆରମ୍ଭ କରିଚି ଇଡି । ଜଣକ ପରେ ଜଣଙ୍କୁ ଡାକି ଜେରା କରୁଛି । କଳା ଧନର ଚେର କେତେବାଟ ଲମ୍ବିଛି ଜାଣିବା ପାଇଁ ଲାଗି ପଡ଼ିଛି ଇଡି । ଅର୍ଚ୍ଚନା ନାଗଙ୍କ…

ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?  

ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍‌ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର…

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ଆମେରିକା ଏୟାର ଶୋ ବେଳେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ : ଆମେରିକା ଏୟାର ଶୋ ସମୟରେ ବଡ଼ ଦୁର୍ଘଟଣା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ  ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ - 'ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।'…

ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ପାଇଁ ସ୍ୱର୍ଣ୍ଣ ଜିତିଲେ ଓଁକାର, ଲାଲୁ, ଜୟରାମ

ଗୌହାଟୀ: ଗୌହାଟୀରରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ଆଥଲେଟଙ୍କ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଧନମତି ଖେସଙ୍କ ପରେ ଓଡିଶା ପ୍ରତିଯୋଗୀମାନେ ଶନିବାର ଆଉ ୩ ସ୍ୱର୍ଣ୍ଣ ଜିତିଛନ୍ତି । ୧୬ ବର୍ଷରୁ କମ ଶଟପୁଟ ଇଭେଂଟରେ ଓଁକାର ପ୍ରସାଦ ନନ୍ଦ ୧୮.୩୪…

ଦୃଢ଼ ସ୍ଥିତିରେ ଓଡିଶା: ଆଶୀର୍ବାଦ, ଦିବ୍ୟଜ୍ୟୋତିଙ୍କ ଅର୍ଦ୍ଧଶତକ

ଅହମ୍ମଦାବାଦ: ଚଳିତ କୁଚ ବିହାର ଟ୍ରଫି କ୍ରିକେଟରେ ଆଶୀର୍ବାଦ ସ୍ୱାଇଁ ଓ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ମଣିପୁର ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ମେଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିବସରେ ମଣିପୁରକୁ ଓଡିଶା ୧୧୦…

ବାରକ୍ଲେ ପୁନର୍ବାର ହେଲେ ଆଇସିସି ଚେୟାରମ୍ୟାନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ ଅବସରରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ  । ନ୍ୟୁଜିଲାଣ୍ଡ କ୍ରିକେଟର ଡାଇରେକ୍ଟର ଓ ଓକିଲ ଗ୍ରେଗର ବାରକ୍ଲେ ପୁନର୍ବାର ଆଇସିସି ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି । ଶନିବାର ସର୍ବସମ୍ମତି କ୍ରମେ ସେ ଏହି ପଦ ଦ୍ୱିତୀୟ ଥର ପାଇଁ…

ଦୁବାଇରୁ ଶାହାରୁଖ ଆଣିଥିଲେ ଲକ୍ଷ ଲକ୍ଷ ଟଙ୍କାର ଘଡି, ପେନାଲ୍ଟି ଦେଲେ ୭ ଲକ୍ଷ

ମୁମ୍ବାଇ: ଦୁବାଇରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ଘଡି ଆଣି ଅଡୁଆରେ ପଡିଛନ୍ତି ବଲିଉଡ ହୀରୋ ଶାହାରୁଖ ଖାଁ । ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ତଲାସି ନିଆଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଶାହାରୁଖଙ୍କ ନିକଟରୁ ବଡ ବଡ କମ୍ପାନୀର ଘଡି ମିଳିଥିଲା । କଷ୍ଟମ…

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି…