Latest Odisha News

BREAKING NEWS

ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: କଲେଜ ଯାଉଥିବା ବେଳେ ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଲିଜା ଧୁରିଆ ସାଇକେଲରେ ଯିବା ବେଳେ ଏକ ହାଇଡ୍ରା ମେସିନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲିଜାଙ୍କ…

ବନ୍ୟା ବିପନ୍ନଙ୍କ ପାଇଁ ୬ ଲକ୍ଷ ଟଙ୍କା ଦେଲା ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍, ଓଡ଼ିଶା ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଆଗେଇ ଆସିଛି । HRAO ରାଜ୍ୟ ସରକାରଙ୍କୁ ବନ୍ୟା ବିପନ୍ନଙ୍କ ଲାଗି ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଜରିଆରେ ଓଡ଼ିଶା ହୋଟେଲ ଓ…

ଜୟଶ୍ରୀ ଦାସଙ୍କୁ ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ନାଗେଶ୍ୱର ଫିଲ୍ମ ପ୍ରଡ଼କ୍ସନ୍ ଅନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନାଗେଶ୍ବର ସିନେ ସାହିତ୍ୟ ଆୱାର୍ଡ – ୨୦ ୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୟଶ୍ରୀ ଦାସଙ୍କୁ 'ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ' ପ୍ରଦାନ କରାଯାଇଛି । ଏହା ସହ ଦିବ୍ୟାଙ୍ଗ ସମାଜସେବିକା…

ଆସାମରେ ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ସ୍ୱାକ୍ଷର ହେଲା ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ: ଆସାମରେ ଗୁରୁବାର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ହୋଇଛି । ଏହା ଦ୍ୱାରା ଆସାମରେ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଉଗ୍ରପନ୍ଥୀ ସଂଗଠନଗୁଡିକ ମଧ୍ୟରେ ଅଲ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି, ଆଦିବାସୀ କୋବ୍ରା…

ମାନବ ଚାଲାଣ ମାମଲା: ଦଲେର ମେହେନ୍ଦିଙ୍କୁ ମିଳିଲା ଜାମିନ

ଚଣ୍ଡୀଗଡ: ମାନବ ଚୋରା ଚାଲାଣ ମାମଲାରେ ଆଜି ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ ମିଳିଛି । ୧୯ ବର୍ଷ ତଳର ଏହି ପୁରୁଣା ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସଜା ବିରୋଧରେ ଦଲେରଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୮ ମାର୍ଚ୍ଚ…

ରାଜ୍ୟ ସିନିୟର ହକି ଚାମ୍ପିୟନଶିପ: ଚୂଡାନ୍ତ ହେଲା ସେମିଫାଇନାଲ ଲାଇନ ଅପ

ଭୁବନେଶ୍ୱର: ରାଜ୍ୟ ସିନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ ଅପ ଆଜି ଚୂଡାନ୍ତ ହୋଇଛି । ସେଲ, ଇଷ୍ଟକୋଷ୍ଟ ରେଲୱେ, ସୁନ୍ଦରଗଡ ଓ ଖୋର୍ଦ୍ଧା ଚମତ୍କାର ପ୍ରଦର୍ଶନ ସହ ସେମିରେ ପ୍ରବେଶ କରିଛନ୍ତି । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଏହି…

ସପ୍ତାହକ ମଧ୍ୟରେ ୫ ଉଲକାପିଣ୍ଡ ପୃଥିବୀର ନିକଟତର ହେବେ: ନାସା

ନୂଆଦିଲ୍ଲୀ: ଆମ ସୌରଜଗତରେ ପୃଥିବୀ ନିକଟରେ ହଜାର ହଜାର ଉଲକାପିଣ୍ଡ ଘୁରି ବୁଲୁଛନ୍ତି । କାହାର ଆକାର ଛୋଟ ପଥରଠାରୁ ଆରମ୍ଭ କରି ଚନ୍ଦ୍ର ପର୍ଯ୍ୟନ୍ତ ରହିଛି । ନାସା ରିପୋର୍ଟ ଅନୁସାରେ ୧୮ ସେପ୍ଟମ୍ବରରେ ଷ୍ଟାଚ୍ୟୁ ଅଫ ୟୁନିଟଠାରୁ ବଡ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହେବାକୁ ଯାଉଛି । ଏହା…

ଅବସର ଘୋଷଣା କଲେ ଟେନିସ ଷ୍ଟାର ଫେଡେରର

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରର ଆଜି ତାଙ୍କ ଅବସର ଘୋଷଣା ନେଇ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲ୍ୟାଭର କପ ତାଙ୍କ କ୍ୟାରିୟରର ଶେଷ ଏଟିପି ଇଭେଂଟ ହେବ ବୋଲି କହିଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ…

୫ ମିନିଟରେ ବିକ୍ରି ହେଲା ଭାରତ-ପାକ ମ୍ୟାଚର ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି।  ଆଇସିସି କହିଛି ଯେ ଭାରତ-ପାକିସ୍ତାନ…

ଗାଙ୍ଗୁଲି ହେବେ କି ଆଇସିସି ଚେୟାରମ୍ୟାନ ?

ପୁରୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ଦୌଡରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ଏହି ଅଫସାଇଡ ଧୂରନ୍ଧର ଆଉ ଏକ ଚୌକା ମାରିବେ । ବିସିସିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ଅଧିକାରୀମାନେ…