Latest Odisha News

BREAKING NEWS

ରାପର୍ ରଫତାର-କୋମଲ ବୋହରାଙ୍କ ଛାଡ଼ପତ୍ର!

ଭୁବନେଶ୍ୱର: ରାପର୍ ରଫ୍ତାର ଏବଂ ପତ୍ନୀ କୋମଲ ବୋହରା ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବରରେ ଉଭୟ ପତି-ପତ୍ନୀ ଛାଡ଼ପତ୍ରରେ ଦସ୍ତଖତ କରିବେ ବୋଲି ହିନ୍ଦୁସ୍ତାନ ଟାଇମସ୍ ଖବର ପ୍ରକାଶ କରିଛି । ସେମାନେ କୋଭିଡ୍ ସମୟରେ ୨୦୨୦ ମସିହାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।…

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲ୍ୟୁଏଚଏନ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ୱାର୍ଲ୍ଡ ହେଲଥ ସ୍ୱାସ୍ଥ୍ୟ ନେଟୱର୍କ ମହାମାରୀ ବୋଲି ଘୋଷଣା କରିଛି । ଡବ୍ଲ୍ୟୁଏଚଏନ ଦ୍ୱାରା ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ୫୮ ଦେଶର ୩୪୧୭ଟି ମାମଲା ଚିହ୍ନଟ ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଡବ୍ଲ୍ୟୁଏଚଏନ…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ ଦାଖଲ କରିବ ଭାରତ, ରୁଷ କରିବ ସହଯୋଗ

ନୂଆଦିଲ୍ଲୀ: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଏବେଠାରୁ ଅଂଟା ଭିଡିବା ଆରମ୍ଭ କରିଛି । ଆଉ ଭାରତକୁ ଆୟୋଜନ ଅଧିକାର ପ୍ରଦାନ ପାଇଁ ରୁଷ ସହଯୋଗ କରିବ ବୋଲି ଘୋଷଣା କରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଏ ନେଇ ଚୂଡାନ୍ତ ନିଷ୍ପତି ନେବ । ୨୦୨୫ରେ ଅଲିମ୍ପିକ କମିଟି ଭାରତ ଗସ୍ତ କରି…

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ରାଜାଙ୍କ ପରେ ଆଜି ବୟଫ୍ରେଣ୍ତ ସନ୍ତୋଷଙ୍କୁ ଜେରା

ଭୁବନେଶ୍ୱର:  ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ…

[ଦେଖନ୍ତୁ ଭିଡିଓ] ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ…

ଦିଲ୍ଲୀ : ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି…

[ଦେଖନ୍ତୁ ଭିଡିଓ] ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ଆଉ ନାହାନ୍ତି ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କିଭଳି ପରିସ୍ଥିତିରେ କାହିଁକି ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ । ୯୦ରୁ ଅଧିକ ଓଡ଼ିଆ ସିନେମାରେ ଖଳନାୟକ…

ଇଂଲଣ୍ଡରେ ଜଗନ୍ନାଥ ମନ୍ଦିର; ନବୀନ ଦେଲେ ପ୍ରତିଶୃତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ରୋମରେ ୟୁରୋପରେ ଅବସ୍ଥାପିତ ଓଡ଼ିଆଙ୍କୁ ଭେଟିଛନ୍ତି । ରୋମ୍ ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ହାସଲର୍ ରୋମାରେ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ ନବୀନ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଆଙ୍କ ସହ ଖାଦ୍ୟ ସୁରକ୍ଷା…

ଭକ୍ତ ଓ ଭଗବାନଙ୍କ ମୂକସାକ୍ଷୀ ବଡଦାଣ୍ଡ

ଆଉ ହାତ ଗଣତି କେତେ ଦିନ ପରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥା । କରୋନା ମହାମାରୀ ପରେ ଏଥର ଭକ୍ତମାନେ ରଥଯାତ୍ରାରେ ସିଧାସଳଖ ସାମିଲ ହୋଇପାରିବେ । ବିଗତ ୨ ବର୍ଷ ଧର ସେବକମାନେ ଦ୍ୱାରା ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେଉଥିଲା । ଆଉ ଭକ୍ତମାନେ ମନର ଦେବତା ସହ ଦୂରେ ରହି ଭକ୍ତି ଭାବରେ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁଇସାଇଡ଼ ଜଙ୍ଗଲ: ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ

ଦିଲ୍ଲୀ : ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ ଆମ ଚାରିପଟେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲିଛି । କିଛି ଜାଣତରେ ଆଉ କିଛି ଅଜାଣତରେ । କିଛି ଆମେ ଗ୍ରହଣ କରୁଛେ ଆଉ କିଛି ଚାହିଁଲେ ବି ଆମେ…

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…