ପୃଥ୍ୱୀରାଜ ଫିଲ୍ମର ନାମ ହେଲା ସମ୍ରାଟ ପୃଥ୍ୱୀରାଜ
ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ପୃଥ୍ୱୀରାଜ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହା ସମ୍ରାଟ ପୃଥ୍ୱୀରାଜ ହୋଇଛି । କରଣୀ ସେନା ଏହି ଫିଲ୍ମର ନାମ ବଦଳାଇବା ପାଇଁ ଦାବୀ କରିଥିଲା । ଏପରିକି ପୃଥ୍ୱୀରାଜ ମେକର୍ସଙ୍କ ନିକଟକୁ କରଣୀସେନା କୋର୍ଟ ମାଧ୍ୟମରେ ନୋଟିସ ପଠାଇଥିଲା । ରାଜପୁତ ସମୂହ ଏହି…