ଉମର ଖାଲିଦଙ୍କୁ ତାଗିଦ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି । ୨୦୨୦ରେ ସିଏଏ/ଏନଆରସିକୁ ନେଇ ଖାଲିଦ ଉତେଜନାପୂର୍ଣ୍ଣ ଭାଷଣ ଦେବା ପରିପ୍ରେକ୍ଷୀରେ କୋର୍ଟ ଏହା କହିଛନ୍ତି । ଆପଣ ବାରମ୍ବାର ପୂର୍ବପୂରୁଷ ଇଂଗ୍ରେଜଙ୍କ ଗୋଲାମୀ କରୁଥିଲେ ବୋଲି…