ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ”ଝୁଣ୍ଡ”ର ସ୍କ୍ରିନିଂରେ ଇମୋସନାଲ୍ ହେଲେ ଆମୀର ଖାନ୍
ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ର ସ୍କ୍ରିନିଂ ଦେଖି ଭାବବିହ୍ୱଳ ହେଲେ ଆମୀର ଖାନ୍ ।ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ ର ସ୍କ୍ରିନିଂ ରିଲିଜର ଗୋଟିଏ ଦିନ ପୂର୍ବରୁ ରଖାଯାଇଥିଲା । ଏହି ସ୍କ୍ରିନିଂ ଚାଲିଥିବା ସମୟରେ ବଲିଉଡର ମିଷ୍ଟରପରଫେକ୍ସନ ଆମୀର…