ଶାନ୍ତନୁ, ଧୂପରଙ୍କ ଚମତ୍କାର ବ୍ୟାଟିଂ : ମ୍ୟାଚ ଡ୍ର ରଖିଲା ଓଡିଶା
ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ଗୋଆ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶାନ୍ତନୁ ମିଶ୍ରଙ୍କ ଶତକ (୧୦୩) ଓ ରାଜେଶ ଧୂପର(୫୨)ଙ୍କ ଅର୍ଦ୍ଧଶତକ ଚବଳରେ ଓଡିଶା ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ ରହିଥିବାରୁ ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ୩୮୭…