Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

କୁକୁଡା ଜାଲିରୁ ବାହାରିଲା ୫ଫୁଟ ଲମ୍ବର ଅଜଗର, ଉଦ୍ଧାର କଲା ସ୍ନେକ ହେଲପ୍ ଲାଇନ୍

ବାଲେଶ୍ଵର :  କୁକୁଡାଙ୍କ ସୁରକ୍ଷା ପାଇଁ ଘେରାଯାଇଥିଲା ଜାଲ , ହେଲେ ବାହାରିଲା ଅଜଗର ସାପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବାଙ୍କୀପଦା ଗାଁରେ । ଗାଁର ପ୍ରତାପ ରାଉତ ନିଜ କୁକୁଡାଙ୍କୁ ବାହାର ଜନ୍ତୁଙ୍କ ଠାରୁ ସୁରକ୍ଷା ଦେବାପାଇଁ ଜାଲ…

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ

ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ବାଲିଛନ୍ଦା ଘାଟ ଘରୁ ଧରି ଅଟୋରେ…

ବାଲେଶ୍ଵର ବନବିଭାଗକୁ ବଡ ସଫଳତା: ୨୫ ନାଗ ସାପ ଉଦ୍ଧାର ସହ ରାକେଟର କଲା ପର୍ଦ୍ଦାଫାସ

ବାଲେଶ୍ଵର: ବାଲେଶ୍ଵର ବନବିଭାଗକୁ ବଡ ସଫଳତା । ସାପ ବିଷ ରାକେଟର କଲା ପର୍ଦ୍ଦାଫାସ । ୨୫ଟି ନାଗ ସାପ ଉଦ୍ଧାର ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ଵର ବନଖଣ୍ଡ ବାଲିଆପାଳ ବ୍ଲକ୍ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ…

ମଦ ବେପାରୀଙ୍କୁ କାନ ଧରି ଉଠବସ୍ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରି: ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି  ।  ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି  । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି  ।…

ଅଜାଙ୍କ ଦଶାହ କର୍ମ ହେଲା କାଳ: ନଦୀରେ ବୁଡି ଦୁଇ ନାତି ମୃତ

ସୋର: ଅଜାଙ୍କ ଦଶାହରେ ସଲିଳ ସମାଧି  । ଦଶକର୍ମ ପରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ । ମୃତକ ମାନେ କୁଲୁଆ ପାଢୀ ଏବଂ ଚନ୍ଦନ କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ…

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ…

ସାଳନ୍ଦୀ ନଦୀରେ କାଉଡ଼ିଆ ବୁଡ଼ି ନିଖୋଜ ଘଟଣା; ମିଳିଲା ଦୁଇ କାଉଡ଼ିଆଙ୍କ ମୃତଦେହ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ କାଉଡିଆ ହେଉଛନ୍ତି ବଡ଼ଜୟପୁର ଗାଁର ସୁବ୍ରତ ମହାକୁଡ ଓ ରାଜେନ୍ଦ୍ର ସାହୁ । ଉଦ୍ଧାର ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠା ଯାଇଛି । ଖବର ଅନୁଯାୟୀ,…

ଭାରସ୍ୟାମ ହରାଇ ପୋଖରୀରେ ପଶିଗଲା କାର: ୨ ଗୁରୁତର

ସୋରୋ: ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ କାରଟି ଧାମରାରୁ ଧାମନଗର ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ…

ଅଙ୍ଗନବାଡ଼ିରେ ପଶିଲା ଶିଆଳ, ୧୨ ଆହତ

ବାଲେଶ୍ଵର: ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ ଗୋଡ଼େଇ କାମୁଡ଼ିଲା ଶିଆଳ । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଘଟିଛି ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ମନ ଜିଣୁଛି ଜେଜେମା ହାଣ୍ଡିଶାଳ: କାଠ ଚୁଲା, ଲୁହା କଡେଇ ଆଉ ଶିଳ ବଟା ମସଲାରେ ଯାଦୁ ଦେଖଉଛନ୍ତି ଜେଜେମାଆ

ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର।