Latest Odisha News

BREAKING NEWS

Browsing Category

ସହର

City

ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ । ସେହିପରି  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଗସ୍ତରେ ଆସିବେ। ସୂଚନା…

ଜିନିଷ କିଣିବା ବାହାନାରେ ଦୋକାନରୁ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ବରଗଡ଼ ଥାନା ଅନ୍ତର୍ଗତ ଲୁଇସ୍ ରୋଡରେ ଥିବା ଏକ ପୋଷାକ ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା। କାଉଣ୍ଟର ଡ୍ର ଖୋଲା ରହିଥିବା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଲେ ଦମ୍ପତି। ଏହି ଦମ୍ପତି ୧୦,୯୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ କରିଛନ୍ ଦୋକାନୀ।…

ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ । ସନ୍ଧ୍ୟା ୬ଟାରୁ ରୋଡ ସୋ କରିବେ ମୋଦୀ । ଏହି ରୋଡ ସୋ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀ ବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ…

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ପରାଜୟ ଭୟରେ ଅପପ୍ରଚାର କରୁଛି ବିଜେଡି

ଭୁବନେଶ୍ଵର: ସାମ୍ବାଦିକ ସମ୍ମିଳନୀ କରି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ବରେ ଭାରତ ବହୁ ଆଗକୁ ବଢିଛି । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର…

ଆଜିଠୁ ବର୍ଷା: ବଜ୍ରପାତ ଓ ଝଡ଼ ତୋଫାନ ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ବର୍ଷା କାରଣରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିଛି। ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ…

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା…

ଦେଇଦେଲେ ତାରିଖ

ଭୁବନେଶ୍ବର : ଓଡିଶାରେ କିଏ ଗଢିବ ସରକାର? ମୋଦି ଦେଲେ ତାରିଖ ପାଣ୍ଡିଆନ ବତାଇଲେ ସମୟ। ମୋଦି କହିଲେ, ଜୁନ୍ ୪ ବିଜେଡିର ଏକ୍ସପାରୀ ତାରିଖ। ନବୀନ କହିଲେ, ଦିନରେ ସ୍ବପ୍ନ ଦେଖୁଛି ବିଜେପି। ଚବିଶ ମଇଦାନରେ କାହାର କେତେ ଦମ୍ ? କେଉଁ ଆଡକୁ ବହିବ ନିର୍ବାଚନୀ ହାଓ୍ବା ? କାହାକୁ ନିର୍ବାଚନୀ…

ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବର: ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ । କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ  ବିମାନ। ପରେ ଭୁବନେଶ୍ବରରେ ଓହ୍ଲାଇ ନ ପାରି ଝାରସୁଗୁଡା ଫେରିଲା ହେଲିକପ୍ଟର । ପାଗ ବଦଳିବା ପରେ ଝାରସୁଗୁଡାରୁ…

ଟ୍ୱିନ୍ ସିଟି ସମେତ ଏହି ୭ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ତ ରୌଦ୍ୟତାପରେ ଜନଜୀବନ ଆଉଟୁପାଉଟୁ ହେଉଥିବାବେଳେ ଆଗାମୀ ୩ ଘଣ୍ଟାରେ ଟ୍ୱିନ୍ ସିଟି ସମେତ ଏହି ୭ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଅପରାହ୍ନ ୩ଟାରେ ଜାରି ହୋଇଥିବା ଚେତାବନୀରେ ଆଇଏମଡି କହିଛି ଯେ କାଳବୈଶାଖୀ ପ୍ରଭାବରେ…

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ । cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ  । ଛାତ୍ରୀଛାତ୍ରୀ ଓ୍ବେବସାଇଟ୍‌ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଦଶମରେ ୯୯. ୦୮% ଓ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍  ।…