Latest Odisha News

BREAKING NEWS

Browsing Category

ସହର

City

୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡି ଠାରୁ ଆଦାୟ କରାଯାଉ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଏହି ସଭାରେ ସେ ବିଜୁ ଜନତାଦଳ ଉପରେ ବର୍ଷିବା ସହିତ ୫-ଟିର ପ୍ରଚାର ପ୍ରସାରରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ଉପରେ…

ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷକଙ୍କ ସହ ବିଜେପିରେ ମିଶିଲେ ବିଜେଡିରେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ସୁଦୃଢ ହେଉଛି ବିଜେପି । ଅନ୍ୟ ସବୁ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି ବହୁ ନେତା ଓ କର୍ମୀ । ଏହି ପ୍ରରିପେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲା ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦାସ ନିଜର ଶତାଧିକ…

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେଡି ନେତ୍ରୀ ମନୋରମା ଆଚାର୍ଯ୍ୟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ…

ସାବାଡ ହେବେ ରୋଡ ରୋମିଓ, ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ଏଚଇଆର’

ଭୁବନେଶ୍ଵର: ମହିଳାଙ୍କୁ କମେଣ୍ଟ ମାରିବା ଏବେ ପଡିବ ମହଙ୍ଗା । ସାବାଡ ହେବେ ରୋଡ ରୋମିଓ । କାରଣ ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ହାଇ ଏଫିସିଏନସି ରେସପନ୍ସ’ ବା ‘ଏଚଇଆର’ । ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ୧୪ ଜଣିଆ ସ୍ପେଶାଲ…

ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ଵର, ୪୩.୬ ଡିଗ୍ରୀରେ ଜଳିଲା ରାଜଧାନୀ

ଭୁବନେଶ୍ଵର: ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା । ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବନି ଆଶ୍ଵସ୍ତି । ଡହ ଡହ ଖରାରେ ଆଉଟୁ ପାଉଟୁ ଜନଜୀବନ । ଆଜି ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ୪୩.୬ ଡିଗ୍ରୀ ତାପମାତ୍ରାରେ ଜଳିଛି ରାଜଧାନୀ ।…

ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ । ଭିଡ଼ିଓରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ…

ମେ’ ୧୩ରେ ଓଡିଶାରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ, ନେତା ବାଛିବେ ୬୨ ଲକ୍ଷ ୮୪ ଭୋଟର

ଭୁବନେଶ୍ଵର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇଛି । ମଇ ୨୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି,…

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ବର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପର୍ବ ସେତିକି ମାତ୍ରାରେ ବଢିବାରେ ଲାଗିଛି । ଏହି ପ୍ରରିପେକ୍ଷୀରେ ଆଜି ବିଜେଡିରେ ମିଶିଲେ କନ୍ଧମାଳ ଲୋକସଭାର  ବହୁ ବିଜେପି, କଂଗ୍ରେସ ଓ ବିଏସପି ନେତା । ସେମାନଙ୍କ ମଧ୍ୟରେ କମଳାକାନ୍ତ ପାଣ୍ଡେ, ବିଳାସିନୀ ନାୟକ,…

ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ

ଭୁବନେଶ୍ଵର: ଶଙ୍ଖ ଛାଡି ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ । କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗଦେଲେ ସିପ୍ରା । ତେବେ କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ନେଇ ଆଶାବାଦୀ ଅଛନ୍ତି…

ଅନୁଭବ ଆଉଟ୍ ବର୍ଷା ଇନ୍: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେଲେ ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିବା…