Latest Odisha News

BREAKING NEWS

Browsing Category

ସହର

City

ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ: କିଶୋରନଗର ଥାନା ସାମ୍ନାରେ ଦେହରେ ଲଗାଇଥିଲେ ନିଆଁ

କଟକ : କଟକ କିଶୋରନଗର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ତାଙ୍କୁ କଟକ ବଡ ମେଡ଼ିକାଲରେ…

[ଦେଖନ୍ତୁ ଭିଡିଓ] ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି

ପୁରୀ: ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ଖଳି ଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ । ଶ୍ରୀବିଗ୍ରହଙ୍କୁ ଆଜି ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର…

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ରାଜାଙ୍କ ପରେ ଆଜି ବୟଫ୍ରେଣ୍ତ ସନ୍ତୋଷଙ୍କୁ ଜେରା

ଭୁବନେଶ୍ୱର:  ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ…

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…

[ଦେଖନ୍ତୁ ଭିଡିଓ] ମୋଦିଙ୍କୁ ଭେଟିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀ : ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା…

ରାଷ୍ଟ୍ରପତି ନିର୍ବାଚନ: ବିଜେପିର ରଣନୀତି ପଢ଼ି ବିଜେଡି ଚଳାଇଲା ସମାନ ଗୋଟି

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ସାରା ଦେଶରେ ନିଜର ଏକ ଆଦିବାସୀ ଚେହେରା ତିଆରି କରିଛି । ଯାହାକି ଆଗାମୀ ଦିନରେ ସାରା ଦେଶର ୧୪ଟି ରାଜ୍ୟରେ ଥିବା ମୋଟ୍ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଭୋଟ୍ ହାତେଇବାରେ ସହଯୋଗ କରିବ ବୋଲି ଚିନ୍ତା…

ନାମାଙ୍କନ ଭରିବେ ଦ୍ରୌପଦୀ, ସାଙ୍ଗରେ ଦିଲ୍ଲୀ ଗଲେ ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ…

ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର ।  ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି ।  ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ…