Latest Odisha News

BREAKING NEWS

Browsing Category

ସହର

City

ଚେତା ପଶିଲା ଗଣଶିକ୍ଷା ବିଭାଗର, ପିଲା କାହିଁକି ପାଠ ପଢା ଛାଡୁଛନ୍ତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚେତା ପଶିଲା ଗଣଶିକ୍ଷା ବିଭାଗର । ଚାଳିଶ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପରେ ଏବେ ନିଦ ଭାଙ୍ଗିଛି ଗଣଶିକ୍ଷା ବିଭାଗର । ଏବେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଛନ୍ତି ତାଙ୍କୁ କେମିତି ବୁଝାଇ ସୁଝାଇ ସ୍କୁଲ ପିଣ୍ଡାକୁ…

ରଥଯାତ୍ରା ପ୍ରସ୍ତୁତି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଭୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟ ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ…

ବଡ଼ଗଡ଼ ବ୍ରିଟ୍ ରେ ଫଳକ ଭଙ୍ଗା ରାଜନୀତି

ଭୁବନେଶ୍ୱର: ବଡ଼ଗଡ଼ ବ୍ରିଟ୍ ୱାର୍ଡ଼ ନଂ-୫୭ ଅଞ୍ଚଳରେ ପୂର୍ବତନ କର୍ପୋରେଟର ବନ୍ଦନା ସାହୁଙ୍କ ସମୟରେ ହୋଇଥିବା ସ୍ୱେରେଜ ଲାଇନ କାମ ଓ ରାସ୍ତା ନବୀକରଣ ର କାର୍ଯ୍ୟଫଳକ ଭଙ୍ଗା କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିସିଜେଡି ମଧ୍ୟମ ଉପସଭାପତି ଶୁଭମ ସାହୁ ଏନେଇ ଫେସବୁକ୍ ରେ ଘଟଣା ସଂପର୍କରେ…

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ପୁରୀ : ରଥଯାତ୍ରା ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ଆଉ୨୩୬ ସିସିଟିଭି କ୍ୟାମେରା । କେଉଁଠି କେଉଁଠି ସିସିଟିଭି ଲାଗିବ ସେ ନେଇ ସ୍ଥାନ ଚିହ୍ନଟ ହୋଇଛି । ଆଜି ଏନେଇ ସୂଚନା…

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

[ଦେଖନ୍ତୁ ଭିଡିଓ] ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ । ମେଳଛାମୁଣ୍ଡା ଥାନା…

[ଦେଖନ୍ତୁ ଭିଡିଓ] ସେଞ୍ଚୁରି ମାରିଲା ଟମାଟୋ କିଲୋ : ରାଜଧାନୀରେ ୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର : ସେଞ୍ଚୁରି ମାରିଲା ଟମାଟୋ କିଲୋ । ଏବେ ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । ବଜାରରେ କିଏ ୧୦୦ ଟଙ୍କାରେ ବିକୁଛି ତ ଆଉ କିଏ ୧୨୦ରେ ବିକୁଥିବାର ଦେଖିବାକୁ ମିଳିଛି । ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଯାହାର କିଲେ ଦରକାର, ସେ ଅଢେଇଶ…

[ଦେଖନ୍ତୁ ଭିଡିଓ] ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା । କ୍ୟାପଟେନ…

ରାଜଧାନୀରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଏକ ଘରୋଇ ହସ୍ପିଟାଲର ଚାମ୍ବରରୁ ମିଳିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣକ ହେଲେ ଶିଶିର କୁମାର ସାହୁ । ଦୀର୍ଘ ସମୟ ଧରି ତାଙ୍କ ଚାମ୍ବରର କବାଟ ବନ୍ଦ ରହିଥିବାରୁ ସନ୍ଦେହ ଉପୁଜିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁକୁ ସ୍ଥାନାନ୍ତର…