Latest Odisha News

BREAKING NEWS

Browsing Category

ଆଲେଖ

ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ , ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ…

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

‘ଇନ୍ଦ୍ରଧନୁ’ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ

ଛାୟାଲିପି: ଭାଗ ଷୋହଳ  ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ…

ଐତିହ୍ୟର ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବଡ଼ ଦେଉଳରେ ପୂଜା ପାଉଥିବା ବଡ଼ ଠାକୁରଙ୍କ କ୍ଷେତ୍ରରେ କାହିଁ କେକାଳରୁ ନିଜର ପ୍ରଶସ୍ତ କାୟା ବିସ୍ତାର କରି ରହିଅଛି ବଡ଼ଦାଣ୍ଡ  । ସମୁଦ୍ରରୁ ଉଠି ଆସି ଭୂମିରେ ସଦ୍ୟମୃତ ବିରାଟ ସାମୁଦ୍ରିକ ଜୀବଟିଏ ଯେମିତି ଚିତ୍‌ହୋଇ…

ଅଦିନିଆ ବର୍ଷା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦକିଶୋର ଘଡ଼େଇ ନିଜ ଗାଁ ଛାଡ଼ି ପଳେଇ ଆସିଥିଲା ମାତ୍ର ସାତ ବର୍ଷ ବୟସରେ। ସେ ଯେତେବେଳେ ମାତ୍ର ଦେଢ଼ବର୍ଷର ଥିଲା, ସେତେବେଳେ ବସନ୍ତ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା ତା ବାପା। ମାଆ ଯାହା ଯେମିତି କରି ତାକୁ ବଡ଼ କରେଇଲା,…

ପୂଜ୍ୟା ମା’ ମନୋରମା

ପୂଜ୍ୟା ମା' ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା' । ମା' ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା' ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା' ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା,…

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭…

ମରୀଚିକା ପଛେ ଆଉ କେତେ ଧାଇଁବ ଧାଉଁ ଭୁବନେଶ୍ୱର

ଭୁବନେଶ୍ୱରରେ ଜିଜିପି କଲୋନୀରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଛାତ୍ର କିଛି ବର୍ଷ ତଳେ  ପ୍ରଥମେ ଭାସିଯାଇଥିଲା । ତାହା ପରେ ଆଉ ଜଣେ ଛାତ୍ର ରାତ୍ରରେ ଭାସିଗଲେ । ଏହା ମଧ୍ୟରେ ଜଣେ ଗାଈ ଚରଉଥିବା ପିଲା ମଧ୍ୟ ଗଙ୍ଗୁଆରେ ଭାସିଗଲା । ଆଉ ଶୁଣିବାକୁ ପାଇଲି ଆଉ ଜଣେ ପିଲା ଆଜି…

ସାମାଜିକ ଗଣମାଧ୍ୟମ ଓ କୃତ୍ରିମତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଏଇ ଏବେ ଏବେ ଗଲା ଗୁରୁ ଦିବସ । ସେଦିନ ଫେସ୍‌ବୁକ୍‌ରେ ଗୁରୁଙ୍କ ସହିତ ଶିଷ୍ୟମାନଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସମସ୍ତଙ୍କ ଆଖିରେ ପଡ଼ିଥିବ ନିଶ୍ଚୟ । ଫେସ୍‌ବୁକ୍ ଉଛୁଳୁଥିଲା ଶିଷ୍ୟମାନଙ୍କ ଭକ୍ତିଭରା ଗୁୁରୁବନ୍ଦନାର ଫଟୋରେ ।…

ମତ୍ସ୍ୟ ଯୋଜନା

ଗଣେଶ ଚନ୍ଦ୍ର କୁଣ୍ଡ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ । ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି । ତେଣୁ ଆସନ୍ତୁ ଜାଣିବା ଏକ ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ…