Latest Odisha News

BREAKING NEWS

Browsing Category

ଆଲେଖ

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ଚାଷ ପାଇଁ ଶ୍ରଦ୍ଧା ଆବଶ୍ୟକ , କୁଣ୍ଠା ନୁହେଁ

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାର୍ହାଣିରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ ତ ସେ…

ମାଆ ଆସିଛି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ପବିତ୍ର ମହାଳୟା ଶ୍ରାଦ୍ଧ । ସେଥିପାଇଁ ସପ୍ତାହେ ଆଗରୁ ସମସ୍ତେ ଲାଗିପଡ଼ିଛନ୍ତି ଘରର ପୁରୁଣା କନ୍ଥା ପଟି, ଲୁଗାପଟା ସବୁ ସଫା କରିବାରେ। ପୁରୋହିତ ଆସି ପାଞ୍ଚ ଦିନ ଆଗରୁ କହିଦେଇ ଯାଇଛନ୍ତି, କାହାଘରେ ଯଦି ଯୋଗାଡ଼ ଯନ୍ତ୍ର…

ଅତି ସାଧାରଣ ମଣିଷ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଆତ୍ମ ପ୍ରତ୍ୟୟର ଅଭାବ ଯୋଗୁଁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେ ପାରିବେ କି ନାହିଁ ବୋଲି ଅନେକ ବ୍ୟକ୍ତି ଦ୍ୱନ୍ଦରେ ପଡନ୍ତି । ସାମାଜିକ ସଂଗଠନ ଠାରୁ ରାଜନୈତିକ ସଂଗଠନ, ଏମିତିକି ସରକାରରୁ ଧାର୍ମିକ ସଂଗଠନ ପର୍ଯ୍ୟନ୍ତ…

ଖାଦ୍ୟ ଉତ୍ପାଦନର ଦଣ୍ଡ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ୨୦୨୨ ସୁଦ୍ଧା ଚାଷୀଙ୍କ ରୋଜଗାର ଦୁଇ ଗୁଣ ହେବ । ଆଉ ମାତ୍ର ୩ ମାସ ପରେ ପହଞ୍ଚିବ ୨୦୨୨ । ଠିକ୍ ଏହି ସମୟରେ ନ୍ୟାସ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍ ଦ୍ୱାରା ଗ୍ରାମୀଣ…

ଭୀମଭୋଇଙ୍କ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ; ଜଗତ ଉଦ୍ଧାର ହେଉ ।” ଏଇଭଳି ପଦେ କବିତା ପୃଥିବୀରେ ଆଉ କିଏ କେଉଁଠି ଲେଖିଛନ୍ତି ? ଏପର୍ଯ୍ୟନ୍ତ, ବିଶେଷକରି ମୋ ଦୃଷ୍ଟିକୁ ଆସିନାହିଁ ।…

କବି ମାନସରେ ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବଡ଼ଦାଣ୍ଡର ଆକର୍ଷଣ ଭକ୍ତ ମନରେ ନିଆରା ଅନୁଭବ ଆଣିଥାଏ । ଏହାର ବିସ୍ତୃତ ରୂପ, ପ୍ରଶସ୍ଥ ଅବୟବ ଦୁଇ ପାଶ୍ୱର୍ର ସୌନ୍ଦର୍ଯ୍ୟ ସହିତ ସଦାପ୍ରବହମାନ ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ବିଶେଷକରି ଶ୍ରୀଗୁଣ୍ଡିଚା…

ଅଲୋଡ଼ା ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଷଷ୍ଠ ଶ୍ରେଣୀରେ ପଢୁଥାଏ ବିଜୟ । ବୟସ ଏଇ ଏଗାର ବାର ବର୍ଷ ହେବ । ଗାଁରୁ ଚାଲି ଚାଲି ପାଖାପାଖି ପାଞ୍ଚ କିଲୋମିଟର ଗଲେ ସ୍କୁଲ । ତା ସହିତ ତା ଗାଁରୁ ଆଉ ସାତ ଆଠ ଜଣ ପିଲା ବି ଏକାଠି ଯାଆନ୍ତି ସେହି ସ୍କୁଲକୁ । କାରଣ, ତା ନିଜ ଗାଁରେ…

ମୃତ୍ୟୁ କ’ଣ ଏକ ତାମସା ?

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଗତ ସପ୍ତାହରେ ମୁଣ୍ଡଳୀ ବ୍ୟାରେଜଠାରେ ଗଜ ଉଦ୍ଧାର ଅପରେସନ ସମୟରେ ଯେଉଁ ମଟର ବୋଟ ଦୁର୍ଘଟଣା ଘଟିଗଲା ତାହା ଥିଲା ଯେତିକି ହୃଦୟବିଦାରକ ସେତିକି ଚାଞ୍ଚଲ୍ୟକର। ଗଜ ଉଦ୍ଧାରକାରୀ ଓଡ୍ରାଫ ଦଳ ସହ ଅପ୍ରତ୍ୟାଶିତ ଭାବେ ଯୋଡି…

ସମ୍ବେଦନଶୂନ୍ୟ ବୁମଧାରୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ମା କୋଳରୁ ବଢ଼ିଲା ପୁଅ ଚାଲିଯିବା ପରି ହୃଦୟ ବିଦାରକ ଘଟଣା ଆଉ କିଛି ନାହିଁ। ଦୁନିଆର ସବୁ ଦୁଃଖ ଠାରୁ ପୁତ୍ରହରା ଦୁଃଖ ଅଧିକ। ଏଇବେଳେ ଯଦି କେହି ଜଣେ ମା' ଟିକୁ ପଚାରି ଉତ୍ତର ଆଶା କରେ ଯେ ପୁଅକୁ ହରେଇ ଆପଣଙ୍କୁ କେମିତି…