Latest Odisha News
Browsing Category

ଆଲେଖ

ସୌରୀବଂଧୁ ଥିଲେ ସମସ୍ତଙ୍କ ବଂଧୁ

ପରମେଶ୍ୱର ଧଳ (ସୌରୀବଂଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ) ଗତ ତା ୧୩.୦୪.୨୦ ରିଖ ରାତି ୧୧ଟା ଓ.ଟି.ଭି ଖବର ପ୍ରସାରଣରେ ଦେଖିବାକୁ ମିଳିଲା ଶ୍ରୀ ସୌରୀବଂଧୁ କରଙ୍କ ପରଲୋକ ଗମନ ଖବର । ତା’ ପରଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଟ ଶ୍ରମିକ ନେତାମାନେ ତାଙ୍କ…

ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି ମାରିଲେ…

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ଆଦିବାସି…

୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି…

ଅଲିଭା ସ୍ୱାକ୍ଷର

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗାଁ ସ୍କୁଲରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ଆମ ଗାଁର ଆଖପାଖ ଗାଁରେ ଆଉ କୌଣସି ପ୍ରାଥମିକ ବିଦ୍ୟାଳୟ ନଥିଲା ସେତେବେଳେ । ସେଥିପାଇଁ ପ୍ରାୟ ପାଞ୍ଚ ଛଅ ଖଣ୍ଡ ଗାଁର ପିଲାମାନେ ବି ଆମ ଗାଁ ସ୍କୁଲରେ ଆମ ସହିତ ପଢୁଥିଲେ । କିଏ…

ପିପିଲି ପାଇଁ ସବୁ ‘ଫୁ’

ଆଗକୁ ପିପିଲି ନିର୍ବାଚନ । ଆଉ ଏପଟେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକାୟା ବିସ୍ତାର କରିବାକୁ ଲାଗିଲାଣି. ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନଗୁଡିକରୁ କରୋନାରେ କବଳିତ ଲୋକଙ୍କ ସଂଖ୍ୟା ବଢ଼ିଲାଣି । ପୁଣି ଥରେ ନିଦ ହଜେଇବାକୁ ସଜବାଜ ହେଇ କରୋନା ଭୁତାଣୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି…

ସଭ୍ୟତା ଓ ଅମାନିଆ ମଣିଷ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସେ ଜୀଇଁବାରେ ବା କି ମଜା ଯୋଉଠି ସଂଘର୍ଷ ନାହିଁ । କଣ ପାଇଁ ଯୋଉ ରାସ୍ତା ଆମକୁ ଦେଖାଇ ଦିଆ ଯାଇଛି- ସେ ରାସ୍ତାରେ ଆମେ ଚାଲୁଥିବା ? ରେଳ ଧାରଣା ପରି, ଯୋଡ଼ାଏ ସୀମାରେଖା । ସମାନ୍ତରାଳ । ସବୁଦିନେ, ସଦାକାଳ । ରାସ୍ତା…

କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।  ପୁରୁଣା କୂଅକୁ ଅଧିକ ଗଭୀର କରିବା…

ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ ବାଧ୍ୟହୁଏ । ଆଉ ଆମେ ପୁଣି ଘରକୁ ଫେରୁ । ହେଲେ ନବୀନପୁରର ଗୋଟିଏ କଥା…

ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ ସାନଭାଇ ଆଉ ଭଣଜା । ଭଣଜାର ନାଁ ଯଦିଓ ଧର୍ମଦତ୍ତ, ମୋ ବାପା…

ଅବହେଳିତ କୃଷି ଉଦ୍ୟୋଗ

ଯେଉଁ ଦେଶର କୃଷକ ଯେତେ ସମୃଦ୍ଧ ସେ ଦେଶର ଅର୍ଥନୀତି ସେତେ ସୁରକ୍ଷିତ । କାରଣ ଦେଶର ଅର୍ଥନୀତି ଓ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ମୂଳଦୂଆ ହେଉଛି କୃଷି । ଓଡ଼ିଶା ଖଣିଜ ସମ୍ପଦ, ଜଙ୍ଗଲ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ପାଇଁ ଜଣାଶୁଣା । ନବରଙ୍ଗପୁର ଏସିଆର ସବୁଠାରୁ ବଡ଼ ମକା…