Latest Odisha News

BREAKING NEWS

Browsing Category

ଆଲେଖ

ଆତ୍ମ ସମୀକ୍ଷାର ବେଳ

 ଯବକାଚ 2  ଆତ୍ମ ସମୀକ୍ଷାର ବେଳ ସନ୍ଦୀପ ସାହୁ ନିର୍ବାଚନ ସରିଯାଇଛି । ଫଳ ବାହାରି ସାରିଛି । ଦେଶରେ, ରାଜ୍ୟରେ କିଏ ସରକାର ଗଢିବେ, ଜଣା ପଡ଼ି ସାରିଛି । ବିଜୟ ଲାଭ କରିଥିବା ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଏବେ ଉତ୍ସବର ବେଳ । ପରାଜିତଙ୍କ ପାଇଁ ଆତ୍ମ ସମୀକ୍ଷାର ସମୟ । ଗଣମାଧ୍ୟମ…

ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା

 ପଲିଟିକସ ଫଲିଟିକସ : 1  ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା ଜ୍ୟୋତି ପ୍ରକାଶ ମହାପାତ୍ର ଫନି ବାତ୍ୟା ଓଡ଼ିଶାରୁ ଗଲା ପରେ ଏକଥା ଜୋରଦାର ଢଙ୍ଗରେ ଉଠିଛି । ବାତ୍ୟା ପୂର୍ବରୁ ମୁକାବିଲା କରିବାରେ ସରକାର ବେଶ ସଫଳ ହେଲେ । ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲା । ଫଳରେ…

ସାମାଜିକ ଭୂତ

 କଥାଟିଏ କହୁଁ 1  ସାମାଜିକ ଭୂତ ପରଂବ୍ରହ୍ମ ତ୍ରିପାଠୀ ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ…

ପ୍ରସଙ୍ଗ ଅପ୍ରସଙ୍ଗ ହୋଇ ରହିଗଲା…

ନିର୍ବାଚନ ଶେଷ ପର୍ଯାୟ ଏମିତିରେ ସରିଯିବ । ଆଉ ଦିନ କେତୁଟା । ତା’ପରେ ମତଗଣନା । ନୂଆ ସରକାର । ହୁଏତ ନୂଆ ସରକାର ଆସିବେ କିମ୍ବା ପୁରୁଣା ସରକାର ନୂଆ ହୋଇ ଆସିବେ । ଯେଉଁ ୨୦୨୦କୁ ନେଇ ବେଶ ଉତ୍ସାହୀ ଥିଲେ ଏ ଦେଶର ଲୋକେ, ସେହି ସମୟ ଓ ତା’ ପରବର୍ତ୍ତୀ ସମୟରେ ସେ ସରକାର ଆସନ୍ତା ୫…

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ ସଂଦୀପ ସାହୁ ସାମ୍ବାଦିକ ଜୀବନରେ ନିର୍ବାଚନ ଏକ ବହୁ ପ୍ରତୀକ୍ଷିତ ଅବସର । ଗଣତନ୍ତ୍ରର ଏ ମହାନ ପର୍ବରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର ଏକ ମହାର୍ଘ ମୁହୂର୍ତ୍ତ । ନିଜର ସାମ୍ବାଦିକୀୟ ପରାକାଷ୍ଠା ଦେଖାଇବାର ଏକ ଅପୂର୍ବ ସୁଯୋଗ । ଅପର ପକ୍ଷରେ…

ଅନନ୍ୟା ନାରୀ: ଲେଡ଼ି ହକର୍ ଶୋଭାରାଣୀଙ୍କ ଜୀବନ ଓ ଯନ୍ତ୍ରଣାର କାହାଣୀ

ଭୁବନେଶ୍ୱର: କେବେ କେବେ ସାଇକେଲରେ ତ କେବେ ସ୍କୁଟି ଚଳାଇ ପେଟପାଟଣା ଲାଗି ସମସ୍ତଙ୍କ ଲାଗି ଆଦର୍ଶ ପାଲଟିଥିବା ଏହି ମହିଳା ରାତିର ଅନ୍ଧାରରେ ହଜିଯାଆନ୍ତି । ଏକୁଟିଆଅନ୍ଧାର ନିଛାଟିଆ ରାତି ତିନିଟାରୁ ଉଠି ଏକୁଟିଆ ସାଇକେଲ୍ରେ ବାହାରି ପଡନ୍ତି ଶୋଭାରାଣୀ, ସହିଦ ନଗରରେ ଥିବା ତାଙ୍କ ଘରଠୁଁ…

ବୟସର ସାୟାହ୍ନରେ ଗୋମାତା ସେବା ସମର୍ପିତ ଜୀବନ…

ସେମାନେ କଥା କହିପାରନ୍ତି ନାହିଁ । କଷ୍ଟ, ଯନ୍ତ୍ରଣା ହେଲେ ଜଣାଇପାରନ୍ତି ନାହିଁ । ହେଲେ ସେମାନଙ୍କ ବେଦନା ବୁଝିପାରନ୍ତି ଶଙ୍କର । ସେଥିପାଇଁ ତ ବୟସର ଅପରାହ୍ଣରେ ବି ଗାଈ, ଗୋରୁଙ୍କ ସେବାରେ ଲାଗିଛନ୍ତି । ଏବେ ବୃଦ୍ଧାବସ୍ଥାରେ ମଧ୍ୟ ବିଶ୍ରାମ ପରିବର୍ତ୍ତେ ଶଙ୍କର ଦିନରାତି ଗାଈ,…

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା…

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ପୂର୍ବରୁ ଏହି…

ବିଜେଡ଼ିର ଦୂରଦୃଷ୍ଟି ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀଙ୍କ ଲାଗି ଚର୍ଚ୍ଚା କି ବିବାଦ ନୂଆ କଥା ନୁହେଁ । ସାଧାରଣ ନିର୍ବାଚନ ଅଳ୍ପ କେଇମାସ ବାକି ଥିବାବେଳେ ଭାରତୀୟ ପ୍ରଶାସନିକ ସେବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଓ ରାଜନୀତିରେ ପାଦଦେବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ୪୯ ବର୍ଷିୟା ଅପରାଜିତାଙ୍କ ଏହି ୨ୟ…