Latest Odisha News

BREAKING NEWS

Browsing Category

ଆଲେଖ

ହେରଫେର ମହନୀତିର ମହାର୍ଘ ସୂତ୍ର

ହେରଫେର ମହନୀତିର ମହାର୍ଘ ସୂତ୍ର ପରଂବ୍ରହ୍ମ ତ୍ରିପାଠୀ ବଗଭାଇକୁ ବୋଉ ଯେବେ ବି କହିଛି ପାଞ୍ଚ କିଲୋ ଅଟା କି ଦୁଇ କିଲୋ ଚିନି ଆଣିବାକୁ, ସିଏ କେବେ ବି ରାଜି ହେଇନି। ଘରେ ତ ଗାଏ ମୋଟ ଲୋକ ତିନି ଜଣ, ପାଞ୍ଚ କିଲୋ ଆଣିକି କାହିଁକି ଗମରା କରିବା ଜିନିଷ। ବାବୁଙ୍କୁ ପରା ଡାଇବେଟିସ, ଚିନି…

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ  ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ କେଦାର ମିଶ୍ର ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ…

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ  ଉଜୁଡ଼ା ଖେଳର ସଂସାର ଜ୍ୟୋତି ପ୍ରକାଶ ମହାପାତ୍ର ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…

ଘେନି ନୂଆ ସଜବାଜ

ଘେନି ନୂଆ ସଜବାଜ ଜ୍ୟୋତି ପ୍ରକାଶ ମହାପାତ୍ର ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି । ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ…

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି ସମ୍ପଦ ମହାପାତ୍ର ଆମ ଚାରିପଟେ ଯୁଆଡେ ଚାହିଁବ ସିଆଡେ ପ୍ଲାଷ୍ଟିକ । କେବଳ ସେତିକି ନୁହେଁ, ଏହା ଆମ ଖାଦ୍ୟ ଶୃଂଖଳ ଭିତରେ ପଶି ସାରିଲାଣି । ଏମତିକି ଅଜାଣତରେ ଖାଦ୍ୟ ସହ ପ୍ରତି…

ଦୋଳି ଡାକ କଟକଟ

ଦୋଳି ଡାକ କଟକଟ ପାର୍ଥସାରଥୀ ସାମଲ ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ। ଆଜି ପହିଲି ରଜ। ତା ପାଇଁ କେତେ ସଜବାଜ। କି ଉଦ୍ଦୀପନା ! କିନ୍ତୁ ଆଜିର ଏ ରଜ ଦେଖିଲେ ଲାଗୁଛି ନା ସେ ସଜବାଜ ଅଛି ନା ସେ ରଜ। ସଜବାଜ ରଜ ଥିବ ଆଠ ଦିନ କି ମାସେ। ଘରର ଯେତେକ କୁନି କୁନି…

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

 ପଲିଟିକସ ଫଲିଟିକସ  ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ ଜ୍ୟୋତି ପ୍ରକାଶ ମହାପାତ୍ର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦରେ ରହିଥିଲା । ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା । କୌଣସି ଠୋସ ପଦକ୍ଷେପ…

ମୌସୁମୀର ଘର

ମୌସୁମୀର ଘର ସଂପଦ ମହାପାତ୍ର ମୌସୁମୀର ଜନ୍ମ କୋଉଠି? କାହିଁକି ପ୍ରତିବର୍ଷ ଠିକଣା ବେଳେ ଆସୁଛି? କେବେଠୁ ଏମିତି ଆସୁଛି? କେମିତି ଆସୁଛି? ମୌସୁମୀର ଶେଷ ଠିକଣାା କୋଉଠି? ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ…

ଚୋରା ପକେଟ

 କଥାଟିଏ କହୁଁ  ଚୋରା ପକେଟ ପରଂବ୍ରହ୍ମ ତ୍ରିପାଠୀ ଯେ ଯାଏଁ ସଞ୍ଚୟ କରିବା ଶିଖିନ, ମାସକୁ ଦଶ ଲକ୍ଷ ରୋଜଗାର କଲେ ବି ସିଏ କେଉଁ କାମକୁ ନୁହେଁ। ଗୋଟିଏ ଟଙ୍କା ସଞ୍ଚୟ ଗୋଟିଏ ଟଙ୍କା ଅଧିକ ରୋଜଗାର ଠାରୁ ଅଧିକ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ। କଥାଟି ମୋର ନୁହେଁ, ବରଂ କୃପାସିନ୍ଧୁ…

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା ବିଭୁ ପ୍ରସାଦ ତ୍ରିପାଠୀ ସାମୁଦ୍ରିକ ଝଡ ‘ଫଣୀ’ ଗ୍ରୀଷ୍ମଋତୁରେ ଓଡ଼ିଶାରେ ତାର ଯେଉଁ ତାଣ୍ଡବଲୀଳା ଦେଖାଇଲା, ତାର ପ୍ରଭାବରେ ଆଜି ରାଜ୍ୟରେ ଚଉଦଟି ଜିଲ୍ଲା ଵିଧ୍ଵଂସ| ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ସରକାରୀ କଳର ସହାୟତାରେ…