Latest Odisha News

BREAKING NEWS

Browsing Category

ଆଲେଖ

ବିଜେଡ଼ିର ଦୂରଦୃଷ୍ଟି ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀଙ୍କ ଲାଗି ଚର୍ଚ୍ଚା କି ବିବାଦ ନୂଆ କଥା ନୁହେଁ । ସାଧାରଣ ନିର୍ବାଚନ ଅଳ୍ପ କେଇମାସ ବାକି ଥିବାବେଳେ ଭାରତୀୟ ପ୍ରଶାସନିକ ସେବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଓ ରାଜନୀତିରେ ପାଦଦେବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ୪୯ ବର୍ଷିୟା ଅପରାଜିତାଙ୍କ ଏହି ୨ୟ…

ଆସନ୍ତୁ ବୁଲିଯିବା ଗୋଆ: ମାପୁସାର ମାଛ ତରକାରୀ

ପ୍ରକୃତରେ ଭ୍ରମଣ ଅନୁଭୂତି ଲେଖିବା ଏକ କଷ୍ଟକର କାର୍ଯ୍ୟ। ତାହା ଏବେ ମୋର ଅନୁଭବ ହେଲା। କାରଣ ବୁଲିବା ସମୟରେ ସବୁ ଘଟଣା ଅାଉ ଅନୁଭୂତିକୁ ଲେଖିବା ବା ମନେ ରଖିବା ଏକ ଦୁରୁହ ବ୍ୟାପର ତଥାପି ମୁଁ ଚେଷ୍ଟା କରି ସେ ସବୁ ଲେଖିବାକୁ ଚେଷ୍ଟା କରୁଛି। ଏବେ କିଛି ଦିନ ତଳେ ଏକ ସାମାଜିକ ଉତ୍ସବରେ…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ବଡ଼ଗେଶ୍ୱର ମନ୍ଦିର

ଗୋଟିଏ ଦିନ ସକାଳ ବେଳା ଦୁଇଟି ମନ୍ଦିର ଦେଖିବାର ସୌଭାଗ୍ୟ ବହୁତ କମ୍‌ ଲୋକଙ୍କୁ ମିଳେ। ମୋତେ କିନ୍ତୁ ଗୋଅାରେ ମିଳୁଥିଲା । ଶ୍ରୀ ସପ୍ତ କୋଟେଶ୍ୱରଙ୍କୁ ଦର୍ଶନ କରିବା ପରେ ଅାମେ ବାହାରିଥିଲୁ ଅାଉ ଏକ ମନ୍ଦିର ଅଭିମୁଖେ। ହେଲେ ସକାଳୁ କିଛି ଖାଇନଥିବାରୁ ଅାମେ ରାସ୍ତାରେ ରହିଲୁ ଏକ…

ନିଶ୍ଚିତ ସୁଖୀ ଜୀବନ ଓ ମନକୁ ଶାନ୍ତି ଦେବାର ସରଳ ଉପାୟ

ଜୀବଜଗତରେ ମନୁଷ୍ୟ ହିଁ ଶ୍ରେଷ୍ଠ ପ୍ରାଣୀ । ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର…

ଆସନ୍ତୁ ବୁଲିଯିବା ‘ଗୋଆ’ – ସୌନ୍ଦର୍ଯ୍ୟଭରା ନାରାୟଣୀ ମନ୍ଦିର

ଗୋଅାର ପାଣାଜୀରେ ମୋର ରହଣି ଧିରେ ଧିରେ୍‌ ଅାଗକୁ ବଢୁଥିଲା ଏବଂ ମୁଁ ପ୍ରତିଦିନ ନୂଅା ନୂଅା ସ୍ଥାନ ଦେଖିବାକୁ ପାଉଥିଲି ଏବଂ ନିଅାରା ଅନୁଭୂତି ବି ସାଉଁଟୁଥିଲି। ଏବେ ଅାମେ ରୁଦ୍ରେଶ୍ୱରଙ୍କ ଦର୍ଶନ ପରେ ଗୋଅାର ଦୁଇଟି ବଡ଼ ମନ୍ଦିର ଦେଖିବାର ସମୟ ହୋଇଯାଇଥିଲା। ପାଣାଜୀ ଠାରୁ ପ୍ରାୟ ୨୨ ରୁ…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି...ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା...ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ…

ଜାଣନ୍ତୁ, ଭାରତ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ରହିଛି ତାଜମହଲ !

ଭୂବନେଶ୍ୱର : ପ୍ରେମର ପ୍ରତୀକ ଭାବେ ଆଗ୍ରାର ତାଜମହଲ ବିଶ୍ୱ ପ୍ରସିଦ୍ଧ । ଏହାର ମନୋରମ ଦୃଶ୍ୟପଟ୍ଟ ଓ ଆକର୍ଷଣୀୟ ସୈାନ୍ଦର୍ଯ୍ୟକୁ ଦେଖିଲେ ଯେ କେହିବି ମନ୍ତ୍ରମୁଗ୍ଧ ହୋଇଯିବ । ମୋଗଲ ଶାସକ ଶାହାଜାହାନ ନିଜ ପ୍ରାଣପ୍ରିୟା ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ । ଯଦିଓ କେହି…

ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

କଣ୍ଢେଇ ନାଚ - ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି ଧୀରେ ଧୀରେ ଲୋପ ହୋଇଯିବାକୁ ବସିଲାଣି । ଓଡ଼ିଶାରେ ସାଧାରଣତଃ ତିନି ପ୍ରକାରର…

ସମ୍ପୂର୍ଣ୍ଣ ନୀରୋଗ ରହିବାର ମନ୍ତ୍ର: ପ୍ରାନିକ୍ ବ୍ରିଦିଙ୍ଗ୍

‘ଆତ୍ମା ନମସ୍ତେ’, ଶବ୍ଦଟି ଶୁଣିବାକୁ ଅଦ୍ଭୁତ ଲାଗିଲେ ମଧ୍ୟ ଏହାର ଏକ ଗୂଢ ତତ୍ତ୍ୱ ରହିଛି । ‘ଆତ୍ମା ନମସ୍ତେ’ କହିବା ଦ୍ୱାରା ଆମେ ପରସ୍ପରର ଆତ୍ମାକୁ ସମ୍ମାନ ଦେଇଥାଉ । ଆତ୍ମାର ସମ୍ପର୍କ ସର୍ବଦା ଚିରସ୍ଥାୟୀ । ଆତ୍ମା ନମସ୍ତେ କହିବା ଦ୍ୱାରା ଆମେ ବ୍ୟକ୍ତି ସହିତ ଓ ତା’ର ଆତ୍ମା ସହିତ…

ହାପି ବାର୍ଥ ଡେ’- ଦୂରଦର୍ଶନ

ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲବମର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ…