Latest Odisha News

BREAKING NEWS

Browsing Category

ଅନ୍ଧବିଶ୍ୱାସ

ଚନ୍ଦ୍ର ଗ୍ରହଣ ଶେଷ ହେଲା, ଏବେ ଏହି ସବୁ କାମ ଉପରେ ଧ୍ୟାନ ଦିଅନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ କେବଳ ଜ୍ୟୋତିର୍ବିଜ୍ଞାନିକ ଘଟଣା। କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ଏହାର ବିଶେଷ ପ୍ରଭାବ ରହିଛି। ଭାରତରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୦୫:୩୨ ରେ ଆରମ୍ଭ ହୋଇ ସନ୍ଧ୍ୟା ୦୬:୧୮ ରେ ଶେଷ ହୋଇଛି। ଅର୍ଥାତ୍ ଚନ୍ଦ୍ରଗ୍ରହଣର ମୋଟ…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ସୋନପୁର: ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ସୋନପୁର ଜିଲ୍ଲାର ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ…

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ…

ଗାଁରେ ଅନ୍ଧ ବିଶ୍ୱାସର ଚିତ୍ର

ଅମ୍ବିକାପୁର:ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ । ମରିଗଲା ପରେ ବି ମୃତ ମଣିଷକୁ ବଞ୍ଚାଇବାକୁ ପ୍ରୟାସ କରୁଛି । ଅଦ୍‌ଭୁତ ଚିକିତ୍ସା କରି ବଞ୍ଚାଇବାର ପ୍ର୍ରୟାସ କରାଯାଉଛି । ଛତିଶଗଡ଼ ଅମ୍ବିକାପୁରରେ ଏହିଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ବଜ୍ରପାତରେ ଜଣେ ବ୍ୟକ୍ତିର…

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି…

ଅଶୁଭ ସଙ୍କେତ ଦିଏ ଏହିସବୁ ସ୍ୱପ୍ନ

ଭୁବନେଶ୍ୱର: ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱାଭାବ। ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବା ସମୟରେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କୁହାଯାଏ। କିଛି ସ୍ବପ୍ନ ଆମ ପାଇଁ ଅତ୍ୟନ୍ତ ଶୁଭ…

ଅଶୁଭ ଦୁର୍ଗ: ଆତ୍ମହତ୍ୟା ପାଇଁ ଉସୁକାଇଥାଏ

ମୁମ୍ବାଇ: ମହାରାଷ୍ଟ୍ରର ମାଥେରନ ଓ ପନବେଲ ମଧ୍ୟରେ ରହିଛି ଅଭିଷପ୍ତ ଦୁର୍ଗ । ସେଠାକୁ ପ୍ରାୟତଃ ଏକୁଟିଆ କେହି ଯାଆନ୍ତି ନାହିଁ । ଏହି ଦୁର୍ଗ ଉପରକୁ ଗଲେ ଏହା ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥାଏ । ଦୁର୍ଗଟି ୨୩୦୦ ଫୁଟ ଉଚ୍ଚର ଏକ ପାହାଡ ଉପରେ ନିର୍ମିତ । କଳାୱନ୍ତି ନାମରେ ଖ୍ୟାତି ଲାଭ…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…

ସାଧାରଣ ନା ଦୈବୀ ଲାଉ, ଭକ୍ତଙ୍କୁ ଭୁଆଁ !

ଆନ୍ଧ୍ରପ୍ରଦେଶ: ଖାଇଲେ ଦୈବୀ ଲାଉ ମିଳିବ ସୁଫଳ । କଟିବ ଘାତଚନ୍ଦ୍ର ଦୋଷ, ପ୍ରସନ୍ନ ହେବେ ଲକ୍ଷ୍ମୀ । କିଛି ଏପରି କହି ଚାଲିଥିଲା କୋଟିକୋଟି ଟଙ୍କାର ଲାଉ ବେପାର । ଦେଖିବାକୁ ସାଧାରଣ, ହେଲେ ତାକୁ ଅସାଧାରଣ କହି କିଛି ଲୋକ ଶ୍ରଦ୍ଧାଳୁଙ୍କୁ କାହିଁ କେବେଠୁ ଠକି ଚାଲିଥିଲେ । ବେଶ କିଛି…