Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ ଲକ୍ଷେ ତଳକୁ ଖସିଲା କରୋନା କେସ, ଗତକାଲି ଅପେକ୍ଷା ୨୨% କମ୍

ନୂଆଦିଲ୍ଲୀ: ଦେଶରେ କମୁଛ କାରୋନା କାୟା। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି। ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି। ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୩ ହଜାର ୮୭୬ ଆକ୍ରାନ୍ତ। ଗତକାଲି ଅପେକ୍ଷା ୨୨% ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରୁ ଚିହ୍ନଟ…

ରାଜ୍ୟରୁ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଉ ୨୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ଏସମସ୍ତ ସଂକ୍ରମିତ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ସଂକ୍ରମିତ ପ୍ରାଣ…

ଆଜି ରାଜ୍ୟରୁ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାରକୁ ଖସିଲାଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୦୬ ସଂକ୍ରମିତ । କ୍ୱାରେଣ୍ଟିନରୁ ୧୨୨୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୭୭ । ୧୮ ବର୍ଷ ଭିତରେ ଆଉ ୩୨୪ ଜଣ ପଜିଟିଭ୍ ବାହାରିଛନ୍ତି ।…

ଦେଶରେ ତଳକୁ ତଳକୁ ଖସୁଛି ସଂକ୍ରମଣ, ହଜାରେ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଲକ୍ଷେ ମୁହାଁ ହେଲାଣି । ଦୈନିକ ମୃତ୍ୟୁସଂଖ୍ୟା ବି ଖସୁଛି । ୨୪ ଘଣ୍ଟାରେ ଦେଶୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୭ ହଜାର ୪୭୪ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୩୩ହଜାର ୫୩୮, କର୍ଣ୍ଣାଟକରୁ ୧୨ହଜାର ୯, ମହାରାଷ୍ଟ୍ରରେ…

ଓଡ଼ିଶାରେ କାବୁ ପାଉଛି କରୋନା: ଆଜି ୨୬୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଟ୍ରେଣ୍ଡ ଖସୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ୩ ହଜାର ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୬୦୩ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୫୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଦେଶରେ ତଳମୁହାଁ କରୋନା ସଂକ୍ରମଣ, ହଜାରେ ଉପରେ ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଏବେ ଦେଢ଼ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧ଲକ୍ଷ ୨୭ହଜାର ୯୫୨ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୪ ପ୍ରତିଶତ କମ୍…

ଆମେରିକାରେ ୯ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓ୍ୱାଶିଂଟନ୍: ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ମହାମାରୀ ସବୁଠୁ ଅଧିକ ଲୋକଙ୍କର ଜୀବନ ନେଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ଲକ୍ଷ ପାର କରିଛି । ସାରା ବିଶ୍ୱରେ ସର୍ବାଧିକ । ଆମେରିକାରେ ପରେ ବ୍ରାଜିଲରେ ୬ ଲକ୍ଷରୁ ଅଧିକ…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ମାରୁଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଅଡିଟ୍ ପ୍ରୋସେସରେ ଏମାନଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମୃତକଙ୍କ ଭିତରେ ସର୍ବାଧିକ ୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ସେମାନଙ୍କ…

ରାଜ୍ୟରୁ କରୋନା ନେଲା ଆଉ ୨୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୩ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଅଛନ୍ତି । ସୁନ୍ଦରଗଡ଼ରୁ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ ଜିଲ୍ଲାରୁ ଆଉ…

ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଦୈନିକ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪୯ହଜାର ୩୯୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୩ ପ୍ରତିଶତ କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୯.୨୭ ପ୍ରତିଶତ । ସାପ୍ତାହିକ…