Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୨୪ ଘଣ୍ଟାରେ ୬୦ ହଜାର ସଂକ୍ରମିତଙ୍କ ସହ ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୩,୨୫୯ ଜଣଙ୍କର ଆଣ୍ଟିଜେନ, ୭୪୯୦ଟି ଆରଟିପିସିଆର୍ ଓ ୧୨୪ଟି ଟ୍ରୁନଟ୍‌ ପରୀକ୍ଷା…

ଭାଙ୍ଗିଲା ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୨୧୨୯

ଭୁବନେଶ୍ୱର: ସକାଳ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ସୁସ୍ଥ । ଆଜି କରୋନା ଭୂତାଣୁକୁ ମାତ ଦେଇଛନ୍ତି ୨୧୨୯ ଜଣ । ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ସୁସ୍ଥତାରେ…

ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ଏହାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ ପିନ୍ଧିବା ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ୧ ବର୍ଷରୁ ୫ ବର୍ଷ ଭିତରେ ଥିବା ଛୋଟ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ‘ହୁ’…

କରୋନା ସକ୍ରିୟ ମାମଲାରେ ଦେଶର ୭ ନମ୍ବରରେ ଓଡିଶା

ଭୁବନେଶ୍ୱର: କରୋନା ସକ୍ରିୟ ସଂକ୍ରମିତ ମାମଲାରେ ଦେଶର ୭ ନମ୍ବରରେ ପହଁଚିଯାଇଛି ଓଡିଶା । ଏପରିକି ବିହାର, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପଛରେ ପକାଇଦେଇଛି । ରାଜ୍ୟରେ ଏଯାଏ ୭୮ ହଜାର ୫୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାର ୭୯୧ ଜଣ ସକ୍ରିୟ ରହିଛନ୍ତି ।…

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ ।…

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି…

ଭୁବନେଶ୍ୱରରେ ୭୩ଶହ ଟପିଲା କରୋନା ସଂକ୍ରମଣ; ଆଜି ୩୧୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷାଗାରରେ ୬୮ ହଜାର ୯୦୬ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୬୧ ହଜାର ୧୬୬ଟି ଆଂଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଆରଟିପିସିଆର ଟେଷ୍ଟ ସଂଖ୍ୟା ହେଉଛି…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ ଟପିଲା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…