Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ…

“ଗଂଜାମ ଓ ଖୋର୍ଦ୍ଧାରେ କୋଭିଡ୍ ସ୍ଥିତି ଅଣାୟତ୍ତ”

ଭୁବନେଶ୍ୱର: ଗଂଜାମ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଅଣାୟତ ହୋଇପଡିଛି ଏବଂ ଏଥିପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଧାୟକ ସୁର ରାଉତରାୟ କହିଛନ୍ତି, ଦୁଇ ଜିଲ୍ଲାରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହୋଇପାରୁନି । ପ୍ରବାସୀ ମାନଙ୍କୁ ଆଣି ସଂକ୍ରମଣ ବଢାଇଲେ ଏବେ ପରିଚାଳନାରେ…

ରାଜ୍ୟରେ ମନ୍ଦିର ଖୋଲନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଓ ମସଜିଦ୍ ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, ସାରା ଭାରତରେ ମନ୍ଦିର ଓ ମସଜିଦ୍ ଖୋଲିଲାଣି । ଓଡିଶାରେ ବି ଶୀଘ୍ର ଖୋଲିବା ଆବଶ୍ୟକ । ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନଲାଇନ୍ ଦର୍ଶନ ପାଇଁ ବୁକିଂ ବ୍ୟବସ୍ଥା ଉଚିତ ନୁହେଁ । ରଥଯାତ୍ରା…

କରୋନାକୁ ମାତ୍ ଦେଲେ ଜୁନିଅର ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ଜୁନିଅର ବଚ୍ଚନ । କରୋନା ଭୂତାଣୁକୁ ମାତ୍ ଦେଇଛନ୍ତି ଅଭିଷେକ ବଚ୍ଚନ । ଆଜି ତାଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ଆଜି ଅପରାହ୍ଣରେ ସେ କରୋନା…

ଢେଙ୍କାନାଳରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଢେଙ୍କାନାଳ ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ଟି…

ମାଲକାନଗିରିରେ ୮ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ…

ଉପକୂଳରେ ଖୋର୍ଦ୍ଧା, ପଶ୍ଚିମରେ କରୋନା ହଟସ୍ପଟ୍ ସୁନ୍ଦରଗଡ଼

ଭୁବନେଶ୍ୱର: ଗଞ୍ଜାମ ପରେ ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରୁଛି କରୋନା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଓ ସୁନ୍ଦରଗଡ଼ରେ ୨ ହଜାର ଟପିଲାଣି ପଜିଟିଭ୍ କେସ୍ । ନିୟମତି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଖୋର୍ଦ୍ଧାରେ କରୋନା ଲମ୍ଫ ଗଞ୍ଜାମ ପରେ ରାଜ୍ୟରେ…

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ସୁନ୍ଦରଗଡରୁ ୧, ଭୁବନେଶ୍ୱରରୁ ୨, ବାଲେଶ୍ୱରରୁ ୧, କନ୍ଧମାଳରୁ ୨,…

ଓଡିଶାର ୨୮ ଜିଲ୍ଲାରୁ ନୂଆ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୬୪୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୬୯୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…