Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଚିନ୍ତା ବଢ଼ାଉଛି ସଂକ୍ରମଣ: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୯,୩୦୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ୱର ଛାତ୍ରଛାତ୍ରୀ ତିଆରି କଲେ ରୋବଟ୍, କୋଭିଡ ହସପିଟାଲରେ ସାହାଯ୍ୟ କରିବ ଡାକ୍ତରଙ୍କୁ

ଭୁବନେଶ୍ୱର:ଏଣିକି କୋଭିଡ ହଟପିଟାଲରେ ରୋଗୀ ସେବାରେ ଡାକ୍ତରଙ୍କୁ ସାହାଯ୍ୟ କରିବ ରୋବଟ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଏଭଳି ଆଶ୍ଚର୍ଯ୍ୟଜନକ ଚିନ୍ତାଧାରାକୁ ସତରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଛାତ୍ରଛାତ୍ରୀ  । କରୋନା ବିରୋଧରେ ଲଢ଼େଇ…

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ…

ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାପ୍ପୁରମ୍‌: ପରିବାରରେ ଆଣ୍ଡରଏଡ୍ ଫୋନ ନଥିବା ରୁ ଅନଲାଇନ କ୍ଲାସ ନକରି ପାରି ଅବସାଦରେ ଆତ୍ମହତ୍ୟା କରିଛନ୍ତି କେରଳର ଜଣେ ସ୍କୁଲ ଛାତ୍ରୀ । ଅଧିକ ପଢନ୍ତୁ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’ ଜୀବନ ହାରିଥିବା…

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ପୁରଣ କରିବାକୁ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କେନ୍ଦ୍ର ଠାରୁ ଏକ ବର୍ଷ ଅଧିକା ସମୟ ମାଗିଛି । ପୂର୍ବରୁ ସରକାର ୨୦୨୧ କୁ ଏହାର ଶେଷ ସମୟ ରୂପେ ଧାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ…

ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନ ର ଶେଷସମୟକୁ ବୃଦ୍ଧି କରିଦିଆଯାଇଥିବା ବେଳେ ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ । ଅଧିକ ପଢନ୍ତୁ: ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରୋନା…

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…

ଡିସଚାର୍ଜ ହେଲେ ଆଉ ୯୧ ସଂକ୍ରମିତ, ରାଜ୍ୟରେ ୧୪ଶହ ଡେଇଁଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ସକାଳେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ଆଉ ୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।…

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।…