Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଶାଦିଦିଙ୍କୁ ଆକ୍ରମଣ ଅଭିଯୋଗ, କ୍ୱାରେଂଟିନ ସେଂଟରକୁ ଗଲେ ୪୦ରୁ ଅଧିକ ଅମାନିଆ ପ୍ରବାସୀ

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଧସେଇ ପସିଲେ ୮୦ରୁ ଅଧିକ ପ୍ରବାସୀ ଶ୍ରମିକ । ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ଯିବାକୁ କହିବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ…

ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ, ୨୩୮୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ପୁଣି ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । Detail status of #COVID19 Total RT PCR Tests done…

ବୋର୍ଡ଼ ପରୀକ୍ଷା କେନ୍ଦ୍ର ବଦଳ ନିମନ୍ତେ ସିବିଏସଇ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଏକ ନୂଆ ଗାଇଡ଼ ଲାଇନ୍ ଜାରି କରାଯାଇଛି । କୋଭିଡ୍ -୧୯ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ନିଜ ଘରୋଇ ଜିଲ୍ଲାଗୁଡ଼ିକରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା…

କରୋନା ତାଣ୍ଡବ: ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶରେ କରୋନା ସୁସ୍ଥତା ହାରରେ ଓଡ଼ିଶା ଆଗୁଆ !

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟାଙ୍କୁ ଟପି ଯାଇଛି ସୁସ୍ଥତା ହାରକୁ । ଏହାର ଅର୍ଥ ରାଜ୍ୟରେ କରୋନା ସକ୍ରିୟ ମାମଲା ଠାରୁ ଅଧିକ ରହିଛି କରୋନା ଆରୋଗ୍ୟ ହାର ।…

ଅନୁଗୁଳରେ ୬ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ଏକ ୬ ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ଉକ୍ତ ବାଳକ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଂଗରୋଧରେ ଥିଲେ।ଆଜି ତାଙ୍କ ନମୁନା ପଜିଟିଭ ଜଣାପଡ଼ିଛି ବୋଲି…

କିଡନୀ ରୋଗୀ କରୋନା ଆକ୍ରାନ୍ତ ହେବାରୁ କଲେ ଆତ୍ମହତ୍ୟା !

ଦିଲ୍ଲୀରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା  । ଦକ୍ଷିଣ ଦିଲ୍ଲୀର ବାତ୍ରା ହସପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ପୋଲିସର କହିବା ମୁତାବକ ଦିଲ୍ଲୀ ମିଠାପୁରରେ ରହୁଥିବା ୬୩ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ  ।  ଆଉ ଡାଏଲେସିସ୍ ଲାଗି ଗତ ମେ ୨୦ରେ…

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ । ଆଜି ସକାଳେ ସର୍ବାଧିକ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୮୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 1 each from Bolangir,…

ସୁନ୍ଦରଗଡ଼ରେ ଆଉ ୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଆଉ ୮ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ସଦର ଓ ବଡ଼ଗାଁ ବ୍ଲକର ହେଇଥିବା ବେଳେ ୪ ଜଣ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି । ଆହୁରି ମଧ୍ୟ…

ଏହି ବ୍ଲଡ଼ ଗ୍ରୁପ ପାଇଁ ଅଧିକ ମାରାତ୍ମକ ସାବ୍ୟସ୍ତ ହେଉଛି କରୋନା !

ଭୁବନେଶ୍ୱର: ସାରାଦେଶରେ କରୋନା ସଙ୍କଟ । ଧୀରେଧୀରେ କରି ଏହା ୨୦୦ ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି।ଭାରତରେ ମଧ୍ୟ ଦୃତ ଗତିରେ ସଂକ୍ରମଣ ମାଡି ଚାଲିଛି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ନେଇ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା…