Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିନାହାଁନ୍ତି ରାଜ୍ୟ ସରକାର । ଅର୍ଥାତ୍ ପୂର୍ବଭଳି ସାରା ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ପ୍ରକାରର ସେବାକୁ ବନ୍ଦ ରଖାଯିବ । ୩୦ ଜୁନ୍…

ଆହୁରି ମାସେ ଯାଏଁ ଖୋଲିବନି ସପିଂ ମଲ୍‌, ମନ୍ଦିର

ଭୁବନେଶ୍ୱର: କେନ୍ଦ୍ର ସରକାର ଆସନ୍ତା ୮ ତାରିଖରୁ ମନ୍ଦିର ଖୋଲିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ କଟକଣା କଡାକଡି କରିଛନ୍ତି । ଜୁନ୍ ୩୦ ତାରିଖ ଯାଏ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବ । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ମାସେ ଯାଏ ମନ୍ଦିରରେ ପୂଜାର୍ଚ୍ଚନା…

ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍‌

ଭୁବନେଶ୍ୱର: କେନ୍ଦ୍ରର ଅନ୍‌ଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ । ଅଧିକ କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର,…

କେନ୍ଦ୍ରାପଡ଼ାରେ ୫୦ କରୋନା ପଜିଟିଭ, କଣସରା ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ୫୦ ଆକ୍ରାନ୍ତ ରହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ୩୬ ଜଣ ସୁରଟରୁ, ଆଠ ଜଣ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୫୬ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ଖୋର୍ଦ୍ଧାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ପ୍ରଶାସନ । https://twitter.com/DMKhordha/status/1267106561631178753?s=19…

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ…

ସଂକ୍ରମଣରେ ୮ମ ସ୍ଥାନରେ ଭାରତ: ୧ ଲକ୍ଷ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବେକାବୁ ହେଉଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣରେ ଅନ୍ୟ ଦେଶକୁ ପଛରେ ଛାଡି ୮ମ ସ୍ଥାନରେ ପହଞ୍ଚିଛି ଭାରତ। ଯାହା ନିହାତି…

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ…