Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜି ଚିହ୍ନଟ ୭୯ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୭୯ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ବିବରଣୀ ପ୍ରକାଶ କରିଛନ୍ତି ଓଡିଶା ସରକାର। ଏହି ନୂଆ ମାମଲାଗୁଡ଼ିକ ମଧ୍ୟରୁ ୭୧ଟି କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ଆଠ ଜଣ ସ୍ଥାନୀୟ ଲୋକ। କଟକ ଜିଲ୍ଲାରୁ ସର୍ବାଧିକ ୧୬ ଟି ମାମଲା…

ଷ୍ଟିଲ ସିଟିରେ ପୋଲିସ ବନାମ ପବ୍ଲିକ, କଂଟେନମେଂଟ୍ ଜୋନ୍‌କୁ ନେଇ ଉତ୍ତେଜନା

ରାଉରକେଲା: କଂଟେନମେଂଟ୍ ଜୋନକୁ ନେଇ ରାଉରକେଲାରେ ତୁମୁଳ କାଣ୍ଡ ଘଟିଛି । ସ୍ଥିତି ଏଭଳି ହୋଇଛି ଯେ, ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଜରାସ୍ତାରେ ନିଆଁ ଜଳିଛି, ବ୍ୟାପକ ଭଂଗାରୁଜା ବି ହୋଇଛି । ପୋଲିସ ଉପରକୁ ପଥରମାଡ କରିଛନ୍ତି ଉତ୍ତ୍ୟକ୍ତ ଜନତା । ଆମ ଅଂଚଳରୁ କଂଟେନମେଂଟ୍ ଜୋନ୍…

ଆଗାମୀ ୧ ମାସ ଆମ ପାଇଁ ବଡ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଡେଇଁ ଚାଲିଥିବା ବେଳେ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ…

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ କାମ କରୁଥିବା ୨ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହରଙ୍କ ଘରର ଦୁଇଜଣ ସଦସ୍ୟ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କରଣ ଜୋହର। https://twitter.com/karanjohar/status/1264942040199999490?s=19 ଏହି ୪୮ ବର୍ଷୀୟ…

କରୋନାଭାଇରସ କବଳରେ ଓଡ଼ିଶାର ୨୯ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାଛଡା ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲା ରେ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଓଡିଶାର ୩୦ଟି…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୯ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କରୋନା ପଜିଟିଭ; ୧୫୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

କରୋନା ସଙ୍କଟ: ଦେଶରେ ୧୫ ଦିନରେ ଚିହ୍ନଟ ହେଲେଣି ୭୦ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର । ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି । ଏଠାକାର ସଂକ୍ରମିତଙ୍କ ସଂଖ୍ୟାକୁ ହିସାବକୁ ନେଲେ ମୋଟ ସଂକ୍ରମିତଙ୍କ ୧୧ ପ୍ରତିଶତ ଗତ ଦୁଇଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସାରା…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୧ ଲକ୍ଷ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କରୋନା ନିଆଁରେ ଝାସ ଦେଲେ କୋଭିଡ ଯୋଦ୍ଧା; ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏମ୍ସର ପରିମଳ ମୁଖ୍ୟ

ନୂଆଦିଲ୍ଲୀ: କରୋନା ନିଆଁରେ ଝାସ ଦେଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧା । ନୂଆଦିଲ୍ଲୀ ସ୍ଥିତ ଏମ୍ସର ବରିଷ୍ଠ ପରିମଳ ପର୍ଯ୍ୟବେକ୍ଷକ ହୀରା ଲାଲଙ୍କର ସୋମବାର ଦିନ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ଘଟିଛି। ହୀରା ଲାଲ ଗତ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ…