Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ତାମିଲନାଡୁରୁ ନିଜ ଗାଁ’ରେ ପହଞ୍ଚିଲା ପ୍ରବାସୀ ଓଡ଼ିଆ ଶ୍ରମିକ ତ୍ରିନାଥଙ୍କ ମରଶରୀର

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ…

ଚୁଲିକି ଗଲା କରୋନା କଟକଣା, ବରଯାତ୍ରୀରେ ନାଚିଲେ, ଧୁମ୍‌ଧାମରେ ହେଲା ବାହାଘର

ସାଲେପୁର: ରାଜ୍ୟରେ କରୋନା କଟକଣା ଚାଲିଛି । ଚାରିଆଡେ ପଡିଛି ଲକଡାଉନ୍ । ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ବିବାହ ଆଦି ସାମାଜିକ ଉତ୍ସବରେ ଲୋକଙ୍କ ଗହଳି ଉପରେ କଟକଣା ମଧ୍ୟ ଲାଗିଛି । ତେବେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ବରଯାତ୍ରୀ । ଏକାଠି ହୋଇ ବାଜର…

ଆସନ୍ତାକାଲିଠୁ ଟ୍ୱିନ୍ ସିଟିରେ ଗଡିବ ‘ମୋ ବସ୍‌’, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅର୍ଥାତ ମଙ୍ଗଳବାରଠୁ ଟ୍ୱିନସିଟିରେ ଗଡିବ ମୋ ବସ୍ । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ।…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିମାନର ମଝି ସିଟ୍ ଫାଙ୍କା ରଖ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ତେବେ ଏହାରି ଭିତରେ ବିମାନ ସେବାକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୧୦ ଦିନ ପର‌୍ୟ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ…

କରୋନା ସହ ଲଢେଇ: ସାନିଟାଇଜର୍ ପ୍ରସ୍ତୁତ କଲେ ‘ସୋଆ’ ଗବେଷକ

ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର । ସୋଆ…

ଭଲ ଖବର, ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । କରୋନାରୁ ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Another 99 #Covid19 patients have recovered and are being discharged. 34 are from Balasore 15…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ୧୨ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଓଡ଼ିଶାରେ ଚିହ୍ନଟ ୧୦୩ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୦୩ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ସୋମବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରୁ ୯୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୭ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ରାଜ୍ୟ…

ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ,…

କରୋନା ସତର୍କତା: ଜୁନରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ୱର: ଓଡିଶା ପାଇଁ ରହିଛି ଏକ ଭଲ ଏବଂ ଏକ ଖରାପ ଖବର। ପ୍ରଥମେ ଖରାପ ଖବର। ଆଗାମୀ ଜୁନ୍-ଜୁଲାଇରେ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬.୨ ଲକ୍ଷରେ ପହଞ୍ଚିବ, ଯାହା ରାଜ୍ୟର ଜନସଂଖ୍ୟାର ୧୦% (୪.୫ କୋଟି) ହେବ! ମାତ୍ର ଖୁସି ଖବର ଏହାକି ଏହି କରୋନା ଭୁତାଣୁ…