Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ବଢୁଛି ଚିନ୍ତା; ଆଉ ୪୮ ନୂଆ ପଜିଟିଭ ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ…

ବଢୁଛି ସଂକ୍ରମଣ: ଭାରତରେ ୮୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3967 #COVID19 cases & 100 deaths in India, in last…

ଦୁବାଇରୁ ଭୁବନେଶ୍ୱର ଫେରିଲେ ୧୫୦ ପ୍ରବାସୀ ଓଡିଆ

ଭୁବନେଶ୍ୱର : ଦୁବାଇରେ ଫସି ରହିଥିବା ୧୫୦ଜଣ ଓଡିଆଙ୍କୁ ନେଇ ପ୍ରଥମ ବିମାନ ଗୁରୁବାର ରାତି ପ୍ରାୟ ୯ଟାରେ ଭୁବନେଶ୍ୱରରେ ପହଞ୍ଚିଛି । ଯାତ୍ରୀମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା । ଲକ୍ ଡାଉନ ଘୋଷଣା ପରେ ବିମାନ…

ଲକ୍‌ଡାଉନର ନିଚ୍ଛକ ଚିତ୍ର …କେଉଁଠି ମଣିଷ ପାଲଟିଛି ବଳଦ ତ କେଉଁଠି ମାଆ ଭିଡି ନେଉଥିବା ବ୍ୟାଗ୍ ଉପରେ ଥକି ଯାଇ…

ଭୁବନେଶ୍ୱର : ଲକ୍‌ଡାଉନ । ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋକର ଭୂଗୋଳ ପାଲଟିଛି । କାମ ଧନ୍ଦା ନାହିଁ ହାତ ବାନ୍ଧି କେତେ ଦିନ ବା ବସିବେ । ସେପଟେ ଭୋକରେ ସାରା ପରିବାର । ଭାତ ମୁଠେ ପାଇଁ ପୁଅ ତାର କାନ୍ଦି କାନ୍ଦି ଗଡିଯାଉଛି । ଏପରି ପରିସ୍ଥିତିରେ ନିଜ ଭିଟାମାଟି ହିଁ ସବୁଠାରୁ ସୁରକ୍ଷିତ…

ଝାଡଖଣ୍ଡ ପ୍ରବାସୀଙ୍କ ମୁହଁରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଖୋର୍ଦ୍ଧା: ବାହାର ରାଜ୍ୟର ପ୍ରବାସୀଙ୍କ ମୁହାଁରେ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା । ଝାଡଖଣ୍ଡ ପ୍ରବାସୀମାନେ ଓଡ଼ିଶାରେ ଆତିଥ୍ୟ ପାଇ ସରକାରୀଙ୍କୁ ପ୍ରଶଂସା କରିଛନ୍ତି । ୧୦ ତାରିଖରୁ ଅହମ୍ମଦାବାଦରୁ ଆସିଥିବା ୬୩ଜଣ ଝାଡଖଣ୍ଡବାସୀ ଖୋର୍ଦ୍ଧା ରୋଡରେ ଓହ୍ଲାଇଥିଲେ । ଏହାପରେ…

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ମୋଦୀଙ୍କ ମେଗା ପ୍ୟାକେଜରେ ଉଠାଦୋକାନୀଙ୍କ ପାଇଁ ବଡ ଘୋଷଣା ହୋଇଛି ।ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ । ତେବେ…

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ…

ଦୁବାଇରୁ ପ୍ରବାସୀଙ୍କୁ ନେଇ ଆଜି ଭୁବନେଶ୍ୱର ଆସିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଦୁବାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସୁଛି । ରାତି ପ୍ରାୟ ୯ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବ । ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିମାନରେ ୧୫୧ ଜଣ ଯାତ୍ରୀ ଆସୁଛନ୍ତି । ବିମାନ ଅବତରଣ ପରେ ୨୦ ଜଣ…

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବାଲିଆପାଳ ବିଡିଓ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଏହି ଘଟଣା ନେଇ ବାଲେଶ୍ୱର ଜିଲ୍ଳାପାଳଙ୍କ ଠାରୁ ରିପୋର୍ଟ…