Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ…

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୬ ନୂଆ କରୋନା ମାମଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୪୬ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି, ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ସଂଖ୍ୟା ୪୩୭ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ସୋମବାର ସକାଳ ୯ଟା ସୁଦ୍ଧା ୩୯୧ ରହିଥିବା ବେଳେ ମଙ୍ଗଳବାର…

ବିଶାଖାପାଟଣାରୁ ବୋଟ୍ ଯୋଗେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବି

ପୁରୀ: ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ ଯୋଗେ ଓଡ଼ିଶାର ୧୬ ଜଣ ମତ୍ସ୍ୟଜୀବି ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଏବଂ ମେରାଇନ୍ ପୋଲିସ୍ ଟିମ୍ ସମୁଦ୍ର କୂଳକୁ ଯାଇ ମତ୍ସ୍ୟଜୀବୀଙ୍କୁ କୋଣାର୍କ ଗୋଷ୍ଠୀ ସ୍ୱାସ୍ଥ୍ୟ…

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଆମେରିକାରେ ୮୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୮୧,୩୭୮ରୁ ଅଧିକ ଟପିଲାଣି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷରୁ ଅଧିକ…

କୋଭିଡ ୧୯ ଟୀକା ପରୀକ୍ଷଣ ପାଇଁ ନିଜ ଶରୀର ଦେବାକୁ ପ୍ରସ୍ତୁତ କାନପୁରର ହୋମଗାର୍ଡ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ସ୍ଥିତ ଜୁହି ଅଞ୍ଚଳର ବାସିନ୍ଦା ହୋମଗାର୍ଡ ଆକାଶ ଗୁପ୍ତା (୩୫) । ନିଜ ଦେହରେ କୋଭିଡ ୧୯ ଟୀକା ପରୀକ୍ଷଣ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଛନ୍ତି । ଜାତୀୟ…

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା, ସହଯୋଗର ହାତ ବଢାଇଲେ ବଲିଉଡ ଅଭିନେତା ସୋନୁ ସୁଦ୍

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ୍ ସୋମବାର ଦିନ ମୁମ୍ବାଇରେ ଅଟକି ରହିଥିବା କର୍ଣ୍ଣାଟକର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ ୧୦ଟି ବସର ବ୍ୟବସ୍ଥା କରିଛନ୍ତିି। ପ୍ରାପ୍ତ ସୂଚନାନୁଯାୟୀ ଏହି ଅଭିନେତା ଜଣକ ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କଠାରୁ ଅନୁମତି ନେଇଥିବା…

ଆଜି ଓଡ଼ିଶାରେ ପହଞ୍ଚିବ ୬ ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ଭୁବନେଶ୍ୱର: ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆଉ ୬ ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ମଙ୍ଗଳବାର ଦିନ ଓଡିଶାରେ ପହଞ୍ଚିବ ବୋଲି ପୂର୍ବ ତଟ ରେଳ ବିଭାଗ ସୂଚନା ଦେଇଛି। ଦୁଇଟି ଟ୍ରେନ୍ ସୁରଟରୁ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବାକୁ ଥିବା…

ଦେଶରେ ଉଦବେଗ ହେଉଛି ସ୍ଥିତି: ୭୦ ହଜାର ଟପିଲା କରୋନା ମାମଲା, ୨୪ ଘଣ୍ଟାରେ ୩୬୦୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । #COVID19: 87 deaths reported in the last 24 hours; total death…