Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆମେରିକାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଦୁଇ ହଜାର ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାରରେ…

କରୋନା ପଜିଟିଭ ଚିହ୍ନଟ ହେଲେ ରୁଷ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷିଆ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭିଡିଓ କନଫ୍ରେନ୍ସ ସମୟରେ ସେ ଏହି ରୋଗର ନିରାକରଣର ଦାୟିତ୍ବ ତାଙ୍କୁ ନ୍ୟସ୍ତ କରିଥିଲେ । ଅନ୍ୟ କ୍ୟାବିନେଟ…

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…

କରୋନା ସହ ଲଢେଇ: ସଚେତନତା ସହ ସେବା କରିଚାଲିଛନ୍ତି ସଞ୍ଜୟ…

ଜଗତସିଂହପୁର: ସମ୍ପ୍ରତି ସମଗ୍ର ବିଶ୍ୱରେ କରୋନା ମହାମାରିର ଭୂତାଣୁ ତାର କାୟା ବିସ୍ତାର କରିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପ୍ରତିଟି ମଣିଷ ନିଜ ନିଜର ବାସ ଗୃହରେ ରହି ମାକ୍ସ ପିନ୍ଧିବା ସହିତ ସାନିଟାଇଜରରେ ରହିବା ଦ୍ୱାରା ହିଁ ଏହି ମହାମାରିକୁ ପ୍ରତିହତ କରିପାରିବା । …

ଲକ୍‌ଡାଉନ ଡାଏରୀ : ପଶୁପ୍ରେମୀ ପୂରବୀ ଓ ତାଙ୍କ ଟିମ୍ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଇବାକୁ ଦେବାକୁ ଲୋକଙ୍କୁ…

ଭୁୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି । ତେଣୁ ଏବେ ସମସ୍ତେ ଘରେ । କିଏ ରାମାୟଣ ମହାଭାରତ ଦେଖି ତ କିଏ ବିଭିନ୍ନ ପ୍ରକାର ରୋଷେଇ କରି ସମୟ କାଟୁଛନ୍ତି । କିନ୍ତୁ ଭୁବନେଶ୍ୱରର ନିଆରା ପଶୁପ୍ରେମୀ ପୂରବୀ ପାତ୍ରଙ୍କ ପାଇଁ କାମ ବଢିଯାଇଛି । ପୂରବୀ…

ଖୋଲିଲା ଚୀନର କୀଟ ପତଙ୍ଗ ଖାଦ୍ୟର ବଜାର

ବେଜିଂ: କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଚୀନରେ ବିଭିନ୍ନ ବଜାର ଖୋଲିବା ଆରମ୍ଭ ହୋଇଛି । ଡେଲି ମେଲ ରିପୋର୍ଟ ମୁତାବକ ଗୁରୁବାର ନାନିଂରେ ଥିବା ଝୋଙ୍ଗଶାନ ରୋଡ ଫୁଡ ଚୀନର କୀଟ ପତଙ୍ଗ ଖାଦ୍ୟର ବଡ ବଜାର ଅଟେ । ଏହା ଏବେ ଗ୍ରାହକଙ୍କ ପାଇଁ ଖୋଲିଛି । ଉହାନ ଠାରୁ ଏହା ୧୩୫୦…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଏବେ ଗଡିବନି ଟ୍ରେନ୍‌: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଗଡିବନି ଟ୍ରେନ୍ । ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ…

ଟ୍ୱିନ୍ ସିଟି ପାଇଁ ନୂଆ ଗାଇଡ୍‌ଲାଇନ୍‌: ସାମାଜିକ ଦୂରତା ନରଖିଲେ ୫ଶହ ଟଙ୍କା ଫାଇନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ପଡିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା…

ଦେଶରେ ୨୫% ବୃଦ୍ଧି ପାଇଛି କରୋନା ଆରୋଗ୍ୟ ହାର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ନିୟମିତ ଭାବେ ବଢ଼ି ଚାଲିଛି କରୋନା ଆରୋଗ୍ୟ ହାର । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ…