Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ୪୪ ନମ୍ବର ଆକ୍ରାନ୍ତ : ବାଗ୍‌ଚୀ

ଭୁବନେଶ୍ୱର : ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ଆକ୍ରାନ୍ତଙ୍କର କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି । ତେଣୁ ମୃତ୍ୟୁ ସଂଖ୍ୟା ୧ରେ ସୀମିତ ଥିବା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ପୂର୍ବରୁ ତାଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ଓଡିଶା -ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଂଚଳ ସ୍ଥିତି ପରଖିଲେ ପୋଲିସ ଡିଜି

ବାଲେଶ୍ୱର: ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ସୀମାବର୍ତ୍ତୀ ଅଂଚଳରେ ପୋଲିସ ମୁତୟନ ନେଇ ସମୀକ୍ଷା କରିଥିଲେ । ସେ ଲକ୍ଷ୍‌ଣନାଥ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟଠାରେ ପହଞ୍ଚି ପୋଲିସ କର୍ମଚାରୀ ମୁତୟନର ସମୀକ୍ଷା କରିଥିଲେ । କରୋନା ମହାମାରୀ ନ ଥମିବା ଯାଏଁ ପଶ୍ଚିମବଙ୍ଗରୁ ଯେମିତି କେହି ଓଡିଶା…

ଆସନ୍ତୁ ଜାଣିବା କିପରି ମିଜୋରମରେ ଠିକ୍ ଭାବେ ପାଳିତ ହେଉଚି ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ

ଆଇଜଲ: କରୋନା ଭାଇରସ ନେଇ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଏଥିନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମକୁ ଅନେକ ଟିକ୍ ଭାବେ ପାଳନ କରୁ ନାହାନ୍ତି । ମଙ୍ଗଳବାର ମିଜୋରମର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଏଥିରେ ସ୍ଥାନୀୟ…

କୁଇନ କଙ୍ଗନା ଦେଲେ ୧୦ ଲକ୍ଷର ସହାୟତା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏକପ୍ରକାର ବନ୍ଦ ହୋଇଯାଇଛି କହିଲେ ଭୁଲ ହେବନି । ଏହା ଦ୍ୱାରା ଷ୍ଟାର କଳାକାରମାନେ ବିଶେଷ କ୍ଷତିଗ୍ରସ୍ତ ହେଉ ନ ଥିଲେ ମଧ୍ୟ କର୍ମଚାରୀ ଓ ଦିନ ମଜୁରିଆ ଅସୁବିଧାରେ ପଡିଛନ୍ତି । ଅବଶ୍ୟ ଫିଲ୍ମ କଳାକାରମାନେ ସେମାନଙ୍କ ଆବଶ୍ୟକ ମୁତାବକ…

ଲକଡାଉନ ଯୋଗୁ ଲିଚୁ ବ୍ୟବସାୟରେ ୫୦୦ କୋଟି ଟଙ୍କାର କ୍ଷତି ଆଶଙ୍କା

ମୁଜାଫରନଗର: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲଗାଯାଇଛି । ଏହା ଦ୍ୱାରା ଅନେକ ବ୍ୟବସାୟିକ କ୍ଷତି ଘଟୁଛି । ବିହାରରେ ଲକଡାଉନ ଯୋଗୁ ଲିଚୁ ବ୍ୟାପାରରେ ୫୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗଳା, ମହାରାଷ୍ଟ୍ର, କେରଳ, ବିହାର, ଜମ୍ମୁ-କଶ୍ମୀର,…

ଆସିଲା ୨ ବର୍ଷର କୁନି ଝିଅର ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ କେମିତି ହେଲା କରୋନା

ଭୁବନେଶ୍ୱର: ସାମ୍ନାକୁ ଆସିଲା ୨ ବର୍ଷର କୁନି ଝିଅର ଯାତ୍ରା ବିବରଣୀ । ବାଲେଶ୍ୱରର ୨ ବର୍ଷ ଝିଅର ଗସ୍ତ ବିବରଣୀ ଦେଲେ ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ୨ ବର୍ଷର ଶିଶୁ କନ୍ୟା ବାଲେଶ୍ୱର ବରହମପୁର ରିଗିଡି ଅଞ୍ଚଳର । ୬ ତାରିଖରୁ ଆଜି ଯାଏଁ କୁନି ଝିଅ ଦେହରେ ଥଣ୍ଡା ଓ କାଶ ଥିଲା । ପରେ…

ଆସିଲା ୬୧, ୬୨, ୬୩, ୬୪, ୬୫ ଓ ୬୬ନଂ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ । କେସ୍ ନଂ-୬୧: ୬୧ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୫୮…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୯୯, ୬୬୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୧, ୩୩୮ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୮,୦୬୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା…

୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍‌ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ…