Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ…

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା

ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଭୂତାଣୁର ନିୟନ୍ତ୍ରଣ ସହ ରୋଗୀଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ସେମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।…

ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଛି ଘାତକ କରୋନା; ଆକ୍ରାନ୍ତ ସଂଖ୍ୟା ୧୧୬ ଛୁଇଁଲା

ମୁମ୍ବାଇ: ସାରା ଦେଶରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ବୁଧବାର ଦିନ କରୋନାଭାଇରସର ୯ଟି ନୂଆ ମାମଲା ଆସିଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛୁଟିଲା ସହାୟତାର ସୁଅ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯)କୁ ଛୁଟିଲା ସହାୟତାର ସୁଅ । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସର ଦରମା ଦାନ କରିବା ପାରେ ଆଜି ମନ୍ତ୍ରୀ ଓ ବିଧାୟକ ନିଜ ଦରମା ଦାନ କରିଛନ୍ତି ।…

କରୋନା ମୁକାବିଲା: ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଦେଶରେ କରୋନଭାଇରସ ଭଳି ଘାତକ ମହାମାରୀ ସମୟରେ ଲୋକମାନଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଯୋଗ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଅବସରପ୍ରାପ୍ତ ଚିକିତ୍ସକଙ୍କୁ ସରକାରୀ ଡାକ୍ତରଖାନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଆବେଦନ କରିବାକୁ…

ରାଜ୍ୟରେ ହେଉ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ତିଆରି ହେଉ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ଓ ସଂକ୍ରମିତଙ୍କ ପାଇଁ ଏହି ହସ୍ପିଟାଲ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ…

କୋଭିଡ୍‌-୧୯: ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ନିମନ୍ତେ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍‌-୧୯)କୁ ରୋକିବାଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସଂପ୍ରତି ରାଜ୍ୟରେ…

କନିକାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ଜାଣନ୍ତୁ କ’ଣ କହିଲେ ଡାକ୍ତର

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର ଲଣ୍ଡନରୁ ଫେରିବା ପରେ ତାଙ୍କ କରୋନାଭାଇରସ ଟେଷ୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହି ଟେଷ୍ଟର ରିପୋର୍ଟ ମଙ୍ଗଳବାର ରାତିରେ ଆସିଛି । ରବିବାର ଦିନ କରାଯାଇଥିବା ଟେଷ୍ଟର ରିପୋର୍ଟ ମଧ୍ୟ ପଜିଟିଭ…

କରୋନା: ହିଞ୍ଜିଳି ପାଇଁ ବିଧାୟକ ପାଣ୍ଠି ଦେଲେ ନବୀନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଏମ୍‌ଏଲ୍‌ଏ ଲାଡ ଫଣ୍ଡରୁ ଟଙ୍କା ଖର୍ଚ୍ଚ ହେବ । ଗଂଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ବିଧାୟକ ପାଣ୍ଠି ଟଙ୍କା ପ୍ରଦାନ କରିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଯାହା ଖର୍ଚ୍ଚ ହେବ ସେହି ପାଣ୍ଠିରୁ ନିଜ…

ବିନା ପରୀକ୍ଷାରେ ପାସ୍ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍‌-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି । କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ…