Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସଚିନ ରାଗିଲେ: ଲକ୍‌ଡାଉନ ପାଳନ କର, ମଉଜ କର ନାହିଁ

ନୂଆଦିଲ୍ଲୀ: ଲକଡାଉନକୁ ଗୁରୁତ୍ୱ ଭାବେ ନେଉ ନ ଥିବା ଲୋକମାନଙ୍କ ଉପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିରକ୍ତ ହୋଇଛନ୍ତି । ଆପଣମାନେ କରୋନା ମାହାମାରୀରୁ ପ୍ରଭାବକୁ ଚିନ୍ତା କରିପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ଆପଣମାନେ ବାହାରକୁ ବାହାରିବା ସହ ମଉଜ କରୁଛନ୍ତି ।…

କମଳନାଥଙ୍କ ପ୍ରେସ୍ ମିଟରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଳନାଥ ଆୟୋଜନ କରିଥିବା ପ୍ରେସ୍ ମିଟରେ ଯୋଗଦେଇଥିବା ଜଣେ ସାମ୍ବାଦିକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେ ଯାହା ସଂସ୍ପର୍ଶରେ…

ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ଗିରଫ ଆତ୍ମଘୋଷିତ ଗୁରୁମା !

ଦେଓରିଆ(ୟୁପି): ସରକାରଙ୍କ ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ପୋଲିସ ହାତରେ ଗିରଫ ଆତ୍ମଘୋଷିତ ଗୁରୁମା । ଦେଓରିଆ(ୟୁ.ପି)ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । A perspective on how tough it is for @Uppolice to enforce…

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ…

ଚୀନ୍‌ର ଉହାନରୁ ଉଠିଲା ଲକ୍ ଡାଉନ୍‌, ଗଡିଲା ବସ୍‌

ଉହାନ: ପ୍ରାୟ ୪ ମାସ ପରେ ଉଠିଲା ଲକ୍ ଡାଉନ । କୋହଲା ହେଲା କଟକଣା । ରାସ୍ତାରେ ଗଡିଲା ବସ୍ । କରୋନାର କେନ୍ଦ୍ର ସ୍ଥଳ ଚୀନ୍‌ର ଉହାନରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରାୟ ୩ ମାସ ହେବ ଜାରି ଅବରୋଧ ହଟାଇବା ପାଇଁ ମଙ୍ଗଳବାର ନିଷ୍ପତି ନିଆଯାଇଥିଲା । ଏହାପରେ ବୁଧବାର ଅର୍ଥାତ ଆଜି…

କୋଭିଡ-୧୯ ଲକଡାଉନ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କେଉଁ ଦେଶରେ କ’ଣ ଦଣ୍ଡ ବ୍ୟବସ୍ଥା ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀକୁ ଭାରତରେ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଭାରତରେ ଥିବା ନିୟମ ଓ ଦଣ୍ଡ ବ୍ୟବସ୍ଥା କଡାକଡି ନଥିବାରୁ ଲୋକମାନେ ନିୟମ ଉଲ୍ଲଙ୍ଘନ କରି ଚାଲିଛନ୍ତି । କିନ୍ତୁ ଦୁନିଆର ଏମିତି କିଛି ଦେଶରେ…

କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ପ୍ରିନ୍ସ ଚାର୍ଲସ; ନମୂନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ !

ଲଣ୍ଡନ: ମରଣାନ୍ତକ କରୋନା ଭୂତାଣୁ ସାମ୍ନାରେ ନା ଧନୀ ନା ଗରିବ ନା ପ୍ରଜା ନା ରାଜା ସମସ୍ତେ ସମାନ । ଏହି କଥାଟି ସତ୍ୟ ସାବ୍ୟସ୍ତ ହୋଇଛି ଯେତେବେଳେ ବ୍ରିଟେନ ପ୍ରିନ୍ସ ଚାର୍ଲସଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ଖବର ପ୍ରଚାରିତ ହେଲା । ଏହି ଖବର ଏବେ ସାରା ୟୁରୋପରେ ଚର୍ଚ୍ଚାର ବିଷୟ…

କରୋନା ମୁକାବିଲା: ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନ୍‌ପିଆର୍ ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛିି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପ୍ରଥମ ପର୍ଯ୍ୟାୟ ୨୦୨୧ ଜନଗଣନା ସ୍ଥିଗିତ ରହିବ । କେବଳ ସେତିକି ନୁହେଁ ଏନ୍‌ପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥିଗିତ…

କରୋନା ପ୍ରକୋପ: ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନୀ ଉପରେ ଭାରତର କଟକଣା

ନୂଆଦିଲ୍ଲୀ: ପ୍ରମୁଖ ମ୍ୟାଲେରିଆ ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଭାରତ ସରକାର ବୁଧବାର ଦିନ ସୂଚନା ଦେଇଛନ୍ତି । କରୋନାଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସମର୍ଥ କି ନୁହେଁ ସେନେଇ ବିଶେଷଜ୍ଞମାନେ ପରୀକ୍ଷା କରିଛନ୍ତି ।…

କ୍ୟାବିନେଟ ବୈଠକରେ ବି ସାମଜିକ ଦୂରତାର ବାର୍ତ୍ତା

ନୂଆଦିଲ୍ଲୀ: ମାହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ସାମଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବ ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ଦେଖିବାକୁ…