Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କେରଳ ପରେ ଚେନ୍ନାଇରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । ରବିବାର ଦିନ କେରଳରେ ୫ କରୋନା ରୋଗୀଙ୍କ ନମୂନା ପଜିଟିଭ ଆସିଛି । ଏହା ବ୍ୟତୀତ ଚେନ୍ନାଇର ଜଣେ…

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ବଢୁଛି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ । ଏମାନଙ୍କୁ ମିଶାଇ ଦେଶରେ ମୋଟ…

୯୦ ଦିନ ମଧ୍ୟରେ ଇସ୍ରାଏଲ ବାହାର କରିବ କରୋନା ଭାଇରସର ପ୍ରତିଷେଧକ

ଜେରୁଶଲମ: କରୋନା ଭାଇରାସ ୯୨ରୁ ଅଧିକ ଦେଶରେ ବ୍ୟାପି ସାରିଲାଣି । ଏ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରି ନାହିଁ । ତେବେ ଶନିବାର ଇସ୍ରାଏଲ ସରକାର ୯୦ ଦିନ ମଧ୍ୟରେ ଏହାର ଔଷଧ ତିଆରି ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ଏହାର ବିଜ୍ଞାନ ପ୍ରଯୁକ୍ତିକରଣ…

ଜାଣନ୍ତୁ କେଉଁ ଦେଶରେ କେତେ ରୋଗୀଙ୍କ ମୃତ୍ୟ ହେଲା; ୯୩ଟି ଦେଶରେ ପହଞ୍ଚିଲା କରୋନା ଭୂତାଣୁ !

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣରେ ବିଶ୍ୱର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିସାରିଛି । ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ଯେ, ଏହି ମରଣାନ୍ତକ ରୋଗ ଲାଗି ଜନ ସଚେତନତା ତଥା…

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ…

କରୋନା ଭାଇରସ: ଶସ୍ତା ହେଲା ବିଦେଶକୁ ବିମାନ ଯାତ୍ରା, ଜାଣନ୍ତୁ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଖରାପ ପ୍ରଭାବ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଉପରେ ପଡିଛି । କରୋନା ଭାଇରସ ପାଇଁ ଲୋକମାନଙ୍କ ବିମାନ ଯାତ୍ରା କମିଯାଇଛି । ସେଥିପାଇଁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିଜର ରୋଜଗାର ପନ୍ଥା ବାହାର କରିଛନ୍ତି । ନୂଆଦିଲ୍ଲୀରୁ ନ୍ୟୁୟର୍କକୁ ଯିବା ଆସିବା କରିବା ପାଇଁ ବିମାନ…

ପଂଜାବକୁ ବ୍ୟାପିଲା କରୋନା, ଅମୃତସରରେ ୨ ପଜିଟିଭ

ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।…