Latest Odisha News

BREAKING NEWS

Browsing Category

ଦୁର୍ଗା ପୂଜା

Durga Puja 2020

ଖଡିଚଢା ଅମାବାସ୍ୟା: ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କରାଯିବ ଖଡିଲାଗି

ଭଦ୍ରକ: ଆଜି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରାଯିବ । ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ…

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା

ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା'ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ…

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ…

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ କାହିଁକି ବେଶ୍ୟାଳୟର ମାଟି ବ୍ୟବହାର କରାଯାଇଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଆମ ସଭ୍ୟ ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟିରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠ କୁ ଅବତରଣ କରିବେ ମା । ସେଥିପାଇଁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ଷୋଡଶ ଉପଚାର ପୂଜା ଏବଂ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି…

ଶକ୍ତିପୀଠର କାହାଣୀ: ନଦୀ ଗର୍ଭରେ ଦିଗହରା ହୋଇ ବୁଲୁଥିବା ନାବଟି ହଠାତ୍ ଅଟକି ଥିଲା ମା’ଙ୍କ ପାଖରେ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ଜଗତସିଂହପୁର: ଆରମ୍ଭ ହେଲା ପାର୍ବଣ ପୂଜା। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ସକାଳୁ ମା ଙ୍କ ସ୍ନାନ…

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…

ମହାଶକ୍ତି ଦେବୀ ଦୁର୍ଗା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ମହାଶକ୍ତି ଦେବୀ ମା' ଦୁର୍ଗାଙ୍କ ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ମହାନନ୍ଦରେ ପାଳନ କରୁଥିବା ଏକ ବଡ଼ ଉତ୍ସବ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ହେଉଥିବାରୁ ଏହା ବିଜୟ ଦଶମୀ ବା ଦଶହରା ନାମରେ ନାମିତ । 'ଦେବୀ ଭାଗବତ' ଓ…