Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

 ଆଜି ପବିତ୍ର ହେରା ପଞ୍ଚମୀ : ଶ୍ରୀଜିଉଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ, ଜାଣନ୍ତୁ କଣ ରହିଛି ଆଜିର…

ଆଜି ହେରା ପଞ୍ଚମୀ । ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନ କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭାଙ୍ଗିବେ । ବାହୁଡା ଯାଏ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରହିବେ । ଭକ୍ତ ପାଇଲେ ଆଡପ ଅବଢା । ମହାପ୍ରଭୁ…

ଅନୁଭୂତିରେ ରଥଯାତ୍ରା : ଲୋପାମୁଦ୍ରା ପରିଡ଼ା 

ସ୍ମୃତିରେ ତୁମେ କାଳିଆର କଥା ତ ସ୍ମୃତି ନୁହେଁ ଆତ୍ମା, ଚେତନାର ଅନୁଭୂତି ।ପ୍ରଣବାକାର ପରମ ବ୍ରହ୍ମ ସିଏ । ସେ ଆମକୁ ସେତିକି ଭଲପାଇବା ଦେଇଛି ଯେ ଆମ ଭିତରର ଆପଣାପଣ ତାକୁ ଅତି ଆପଣାର ପ୍ରିୟ ମଣିଷ ପରି " ତୁ " ପରି ସମ୍ବୋଧିତ କରିପାରୁଛେ । ନୋହିଲେ ସେ ତ ଅଖିଳକୋଟି ବ୍ରହ୍ମାଣ୍ଡ ପତି,…

ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କର ହେବ ବନକଲାଗି ନୀତି

ପୁରୀ: ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ…

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ ଜଗନ୍ନାଥ!! ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’... ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ…

ମିଳିବନି ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିଥିଲେ । ଆଜିଠୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଲାଗି ହେବ ଷାଠିଏ ପଉଟି ଭୋଗ । ତେଣୁ ଆଜିଠାରୁ ମିଳିବ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା । ଏବର୍ଷ କରୋନା ଯୋଗୁ ଭକ୍ତ ଦୁର୍ଲଭ ଆଡ଼ପ…

ରଥଯାତ୍ରା ପ୍ରଶ୍ନୋତ୍ତରୀ

ରଥଯାତ୍ରାର କିଛି କିମ୍ବଦନ୍ତୀ ଓ କଥା ୧. ରଥଯାତ୍ରାର ଐତିହ୍ୟ କ’ଣ ? ଶ୍ରୀମନ୍ଦିର ମହାପ୍ରଭୁଙ୍କ ଆବାସ ସ୍ଥଳ ଏବଂ ଗୁଣ୍ଡିଚା ଘର ତାଙ୍କର ପ୍ରକଟ ହୋଇଥିବାର ସ୍ଥାନ । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୂଯାୟୀ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରେ…

ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ ମଞ୍ଜୁବାଳା ପଣ୍ଡା ୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…

ଅନୁଭୂତିରେ ରଥଯାତ୍ରା : ଚନ୍ଦ୍ରା ମିଶ୍ର

ସ୍ମୃତିର ବଡଦାଣ୍ଡରେ  ଚନ୍ଦ୍ରା ମିଶ୍ର  ପୁରୀ ପଥୁରିଆ ସାହିରେ ମୋର ଜନ୍ମ । ସେଇଠି କଟିଛି ମୋର ଅପାସୋରା ପିଲାଦିନ । କେତେ ଯାତ୍ରା , ପର୍ବପର୍ବାଣି, ସାଙ୍ଗସୁଖ, ସାହିବୁଲା, ଦିଅଁଦର୍ଶନ, ପୋଖରୀପହଁରା, ଫୁଲତୋଳା, ପୁରାଣପଢା, ଖଜାଖିଆ ସବୁ ମୋର ସ୍ମୃତିର ବଡଦାଣ୍ଡରେ ଢଳଢଳ ହେଇ…