Latest Odisha News
Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, ଐତିହାସିକ ବରଗଡ଼ ଧନୁଯାତ୍ରାର କିଛି ଅଜଣା କାହାଣୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ଯାହା ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ…

କଂସଙ୍କ ରାଜୁତିରେ ଦୁଲୁକିବ ବରଗଡ; ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ । ୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି…

ରତ୍ନସିଂହାସନରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, କାହିଁକି ଦର୍ଶନ କଲେ ଧୋଇଯାଏ ସବୁ ପାପ !

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସବୁ ଜନ୍ମର ପାପ ଧୋଇ ହୋଇଯାଏ । ସେଥିପାଇଁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁ ମାଡି ଆସିଥାନ୍ତି । ଆସନ୍ତୁ ଜାଣିବା ଆଶ୍ଚର୍ଯ୍ୟଜନକ ରତ୍ନ ସିଂହାସନ ସମ୍ପର୍କରେ କିଛି ରୋଚକ ତଥ୍ୟ । ଶ୍ରୀମନ୍ଦିର…

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ…

ସାବଧାନ ! ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଅନୁଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ଗୁରୁବାର ୨୬ ତାରିଖ  ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ…

ଡିସେମ୍ବର ୨୫ରେ ପାଳିତ ହୁଏ ବଡ଼ଦିନ; କେବେଠୁଁ ଓ କାହିଁକି ପାଳିତ ହୁଏ ଜାଣନ୍ତୁ…

ଭୁବନେଶ୍ୱର: ପୃଥିବୀ ସାରା ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ବା ବଡଦିନ ପାଳନ ହେଉଛି । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ଦିନ ମନେକରାଯାଇଥାଏ ଏହି ଦିନକୁ । ସାଧାରଣତଃ ୨୪ ତାରିଖ ରାତିରୁ ଆରମ୍ଭ ହୋଇଯାଇଥାଏ ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ରିସମାସ୍…

କ୍ରିସମାସରେ ସାଥୀଙ୍କ ସହ ଏହିସବୁ ଫିଲ୍ମ ଦେଖିବାର ମଜା ନିଅନ୍ତୁ !

ଭୁବନେଶ୍ୱର: କ୍ରିସମାସ ହେଉଛି ପ୍ରେମ, ସ୍ନେହ, ଭୋଜିଭାତ ତଥା ମିଳାମିଶାର ଏକ ନିଆରା ପର୍ବ । ଏହି ବଡଦିନ ଅବସରରେ ସୁଆଦିଆ କେକ୍, ମୃଦୁ ପାନୀୟ, ପାର୍ଟିରେ ହାଲକା ମ୍ୟୁଜିକ ସହ ମନଛୁଆଁ ଫିଲ୍ମର ମଜା ଏକାଠି ଉଠାଇପାରିବେ ପ୍ରେମୀ ଯୁଗଳ । ଯଦି ଆପଣ ପୂର୍ବରୁ ଏହି ସିନେମା ଗୁଡିକ…

ଶ୍ରୀମନ୍ଦିରର ରୋହିଣୀ କୁଣ୍ଡ, ତୃଷାର୍ତ୍ତ କାକ ଓ ନୀଳମାଧବଙ୍କ ଚମତ୍କାର କଥାବସ୍ତୁ ଜାଣନ୍ତୁ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ । ଏହା ମା’ ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା ମଣ୍ଡପ ପାଶ୍ୱର୍ରେ ଅବସ୍ଥିତ । ପୁରାଣ ତଥ୍ୟ ଅନୁସାରେ ବଟବୃକ୍ଷଠାରୁ ୧୦୦ ଗଜ ଦୂରରେ ଏହା ଅବସ୍ଥିତ । ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ…

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି (ଡିସେମ୍ବର ୨୬) ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବା ନେଇ ସୂଚନା ମିଳିଛି । ଏହାସହ ଆଜି (ବୁଧବାର) ସାରାରାତି ଶ୍ରୀମନ୍ଦିର ଖୋଲା ରହିବା ସହ ଶ୍ରୀଜୀଉଙ୍କ ଦର୍ଶନ ମଧ୍ୟ ମିଳିବ । ସୂର୍ଯ୍ୟ ପରାଗ ପାଇଁ…