Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

କେବେ ଆରମ୍ଭ ହେବ ନବରାତ୍ରି-୨୦୨୪ ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ

ଭୁବନେଶ୍ଵର: ଆସୁଛନ୍ତି ମା’ । ଆଉ ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ । ମା ଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ସମସ୍ତ ଦେବୀ ମନ୍ଦିର ସମେତ ପୂଜା ମଣ୍ଡପ ଗୁଡିକୁ କେଉଁଠି ଆକର୍ଷଣୀୟ ଲାଇଟ…

ଶାରଦୀୟ ନବରାତ୍ରୀ କେବେଠୁ ଆରମ୍ଭ? ଜାଣନ୍ତୁ ଘଟ ସ୍ଥାପନାର ଶୁଭ ମୁହୁର୍ତ୍ତ..

ଭୁବନେଶ୍ବର: ଶରତ ଋତୁର ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠ କୁ ଓହ୍ଲାଇଥାନ୍ତି ଜଗତଜନନୀ ମା’ ଦୁର୍ଗା । ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ଶାରଦୀୟ ଦଶହରାରେ ଉତ୍ସବମୁଖର ହୋଇପଡ଼େ ସମଗ୍ର ଭାରତବର୍ଷ । ତେବେ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ଠାରୁ ନବମୀ…

ଗଣେଶ ପୂଜାରେ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଭୋଗ

ଭୁବନେଶ୍ୱର: ପାଖେଇ ଆଉଛି ବିଘ୍ନହର୍ତା ଗଜାନନ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ l ଆସନ୍ତା ୭ ତାରିଖରେ ଘରେ ବାହାରେ ସବୁଠି ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ l ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ…

କେବେ ପଡୁଛି ଗଣେଶ ପୂଜା: କାହିଁକି ୧୦ ଦିନ ଯାଏଁ କରାଯାଏ ବିଘ୍ନହର୍ତାଙ୍କ ପୂଜା

ଭୁବନେଶ୍ୱର; ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଉତ୍ସବମୁଖର ମଥୁରାରୁ ଶ୍ରୀକ୍ଷେତ୍ର

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା…

ପବିତ୍ର ନାଗ ପଞ୍ଚମୀ: ଜାଣନ୍ତୁ ପୂଜାର ବିଧି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ ।ଯେଉଁମାନେ…

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ । ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ପବିତ୍ର…

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ା ଯାତ୍ରା

ଭୁବନେଶ୍ବର : ବାହାରିନ୍ ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ 'ବାହାରିନ ଓଡ଼ିଆ ସମାଜ" ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ବହୁ ଆଡମ୍ବରରେ ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ…

ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା

ବିଶାଖାପାଟଣା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ବିଶାଖାପାଟଣାଠାରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ହାଉଜଖାସସ୍ଥିତ  ଜଗନ୍ନାଥ ମନ୍ଦିରଠାରେ ୪୬ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅପରାହ୍ନରେ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ସୁପ୍ରିମ…