Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଫେବୃଆରୀ ୨୨ରେ ପୁରୀ ପହଞ୍ଚିବେ ଆମିକସ୍ କ୍ୟୁରି

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସୋଲିସିଟର୍ ରଞ୍ଜିତ କୁମାର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ତଦାରଖ କରିବାକୁ ଆସନ୍ତା ଫେବୃଆରୀ ୨୨ ତାରିଖରେ ଏକ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି । ଆମିକସ୍ କ୍ୟୁରି…

ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ମହାପ୍ରଭୁଙ୍କ ରଥକାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୧ମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ଜଙ୍ଗଲରୁ ଟ୍ରକରେ ବୋଝେଇ ହୋଇ ପୁରୀରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ, ୩ଟି ଟ୍ରକରେ ସୋମବାର ସନ୍ଧ୍ୟାରେ ମୋଟ ୯୦ ଖଣ୍ଡ କାଠ ଦଶପଲ୍ଲା ବନାଞ୍ଚଳରୁ ପୁରୀରେ ଆସି ପହଞ୍ଚିଛି ।…

ଦେଖନ୍ତୁ, କୁମ୍ଭମେଳାର ଚମତ୍କାର ଭିିଡ଼ିଓ: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳା ର ଦ୍ୱିତୀୟ ସାହି ସ୍ନାନ । ଏହି ସାହି ସ୍ନାନ କରିବା ପାଇଁ ପ୍ରାୟ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା ବେଳେ ରେଳପଥରୁ ମହାକୁମ୍ଭର ଏକ ନିଆରା ଝଲକ ଦେଖିବାକୁ ମିଳିଛି ।…

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା…

ଶ୍ରୀମନ୍ଦିରରେ ବନକଲାଗି ନୀତି ୨ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ବନକଲାଗି ନୀତି ‘ଶୃଙ୍ଗାର’ ଦ୍ରବ୍ୟ ଅଭାବ ଯୋଗୁଁ ପ୍ରାୟ ୨ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଏହି ନୀତି ଅନୁଷ୍ଠିତ ହେବା ପୂର୍ବରୁ ‘ଶୃଙ୍ଗାର’ ସଠିକ୍ ସମୟରେ ପହଞ୍ଚି…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ମଞ୍ଚ ତଳକୁ ଖସି ଟଳି ପଡ଼ିଲା ପାପାଚାରୀ କଂସ, ସରିଲା ଧନୁଯାତ୍ରା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସେତିକିବେଳେ ସମାପ୍ତି ଘଟିଥିଲା ଯେତେବେଳେ ଭଗବାନ…

ଉଦଯାପିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ: ଶୁଭା ମୁଦଗଲଙ୍କ ଯାଦୁକରୀ ମୁର୍ଚ୍ଛନାରେ ଶ୍ରୋତା ବିଭୋର

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଖୋର୍ଦ୍ଧା ମଦନ ମୋହନ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡ଼ାର ମଦନ ମୋହନ ମନ୍ଦିରରୁ ଗତ ରାତିରେ ଅଜଣା ଦୁର୍ବୃତ୍ତ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।…

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ପୂର୍ବରୁ ଏହି…