Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…

ଅନାଲୋଚିତ କୀର୍ତ୍ତିରାଜି ବାଲିନଅରର ମୂକସାକ୍ଷୀ ସାଜିଛନ୍ତି ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ : ପୁରୀର ଗଜପତି ମହାରାଜାଙ୍କ ‘ବାଲିନଅର’ ତଥା ‘ପୁରୁଣା ନଅର’ଏକ ଅନାଲୋଚିତ କୀର୍ତ୍ତିରାଜି ।  ପୋତାପୋତି ଓ ରାସ୍ତ ନିର୍ମାଣରେ ସବୁ କିଛି ଲୁଚି ଯାଉଛି ଆସନ୍ତୁ ଜାଣିବା ଏହାର ଐତିହ୍ୟ ସମ୍ପର୍କରେ । ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର ଏହି ନହରର ମୂକସାକ୍ଷୀ ।…

ଆଜି ଚିତାଲାଗି ଅମାବାସ୍ୟା : ମହାପ୍ରଭୁଙ୍କୁ ଲାଗିହେବ ସ୍ଵର୍ଣ୍ଣ ଏବଂ ରତ୍ନ ଚିତା

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଅର୍ଥାତ ଆଜି ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ । ହୀରା ଲୀଳା ଏବଂ…

ଶ୍ରୀଜଗନ୍ନାଥ ଚେତନା …

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଏକ ଚେତନାର, ଚିନ୍ତାସାଗର, ସଂସ୍କୃତିର ସଂକେତ । ବିଶ୍ୱପ୍ରେମ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ । ସେ ଜଗତର ନାଥ ଅର୍ଥାତ୍, ଅସୀମ…

ପରମବ୍ରହ୍ମ ଶ୍ରୀଜଗନ୍ନାଥ…

''ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ'' ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ…

ଦରିଆପାରିରେ ରଥଯାତ୍ରା, କରୋନା କଟକଣା ଭିତରେ ସମ୍ପନ୍ନ

ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା ।…

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…

ରଥଯାତ୍ରା ସଫଳ ଆୟୋଜନ ନେଇ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

ପୁରୀ: ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଘୋଷଯାତ୍ରା । ସଫଳତାର ସହ ସମାପନ ହୋଇଛି । ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ…

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…