Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ତିନିରଥ…

ପୁରୀ: ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର ଓ ସୁନା ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତିନୋଟି ରଥ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବୀ ଦଳନ ରଥ ବଡ଼ଦାଣ୍ଡ…

ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ । ସକାଳ ୮ଟାରୁ…

ସରିଲା ଜନ୍ମବେଦୀ ଲୀଳାଖେଳା, ବଡ଼ଦେଉଳକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ସରିଲା ଜନ୍ମବେଦୀ ଲୀଳାଖେଳା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ସରୁଛି ଶ୍ରୀଜିଉଙ୍କର ନବ ଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଯାତ୍ରାରେ ବଡ଼ ଦେଉଳକୁ ବାହୁଡ଼ିବେ ବଡ଼ ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ନୀଳକନ୍ଦର ଫେରିବେ ନୀଳମଣି । ବାହୁଡ଼ା ଯାତ୍ରା ପାଇଁ…

ମହାପ୍ରଭୁଙ୍କୁ ମାଉସୀ ଖୁଆଇବେ ପୋଡ଼ପିଠା: କେମିତି ଚାଲିଛି ପ୍ରସ୍ତୁତି, ଜାଣନ୍ତୁ

ପୁରୀ: ସେହି କୃପାମୟ ପ୍ରେମମୟ ଦୟାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ଏପରି ଏକ ଠାକୁର ଯିଏ ନିଜ ମନ୍ଦିର ଆସ୍ଥାନରୁ ଉଠି ଲକ୍ଷ ଲକ୍ଷ ଜନସମୂଦ୍ରରେ ମିଶିଯାଆନ୍ତି । ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ସାରା ବିଶ୍ୱର କୋଟି କୋଟି ଜନତା ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି । ଏ ଜାତିର ଏକମାତ୍ର…

ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ରାତିରେ (ରଥଯାତ୍ରା ପୂର୍ବଦିନ) ଆଖିକୁ ମୋର ନିଦ ନାହିଁ, ତମକୁ ବି ନିଦ ନାହିଁ, ତମେ  ଜନ୍ମବେଦିକୁ ଯାତ୍ରା କରିବ ଆଉ ତୁମ ଭକ୍ତକୁ   ନିଦ ନାହିଁ, ମୁଁ ତୁମକୁ ଦେଖିବି, ନା ...…

ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ: ଆଜି ପୁରୀରେ ତିନି ରଥର ହେବ ଦକ୍ଷିଣ ମୋଡ଼ । ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ହେବ । ଆଜି ସାଢ଼େ ୧୨ଟା ପରେ ଶରଧାବାଲିରେ ଥିବା ତିନି ରଥକୁ ବିଜେ ହେବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାପରେ ଆରମ୍ଭ ହେବ ରଥଟଣା । ନାକଚଣା ଦ୍ୱାର ଆଗରେ ଲାଗିବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଆଜି ହେଉଛି ପଞ୍ଚମ ଦିବସ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ପାରମ୍ପରିକ ‘ହେରାପଞ୍ଚମୀ’ ନୀତି । ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ…

ହେରାପଞ୍ଚମୀ: ଜାଣନ୍ତୁ, ଏପରି ନାମକରଣ ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର/ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ । । ଆଜି ହେଉଛି ଆଷାଢ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ସାଧାରଣତଃ ଅନେକ ଭାବିଥାଇ ପାରନ୍ତି ଯେ, ‘ହେରାପଞ୍ଚମୀ’ ନାମକରଣ ହୋଇଥିବା ଯୋଗୁଁ ଏହି ଉତ୍ସବ ବୋଧହୁଏ ପଞ୍ଚମୀ…

ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଅଭିମାନର ଦିନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସ୍ୱୟଂ ନାରାୟଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ପବିତ୍ର ପୁରୀଧାମରେ ମାନବୀୟ ଲୀଳା ପ୍ରକଟ କରିଚାଲିଛନ୍ତି । ଆମ ପରି ସାଧାରଣ ମନୁଷ୍ୟମାନଙ୍କର ଯେପରି ଦୈନିକ ସାଧାରଣ ଜୀବନଚର୍ଯ୍ୟା ଥାଏ ମହାପ୍ରଭୁଙ୍କର…

ଘୋଷ ଯାତ୍ରା ପରମ୍ପରାରୁ ସୃଷ୍ଟି ହେଉ ନୂତନ ପରମ୍ପରା

ଏଥର ଘୋଷ ଯାତ୍ରା ଭକ୍ତ ଶୂନ୍ୟ ବଡ଼ ଦାଣ୍ଡ ସେବାୟତ ଶୂନ୍ୟ ରଥ ପରମ୍ପରା ଭିତରେ ଘୋଷ ଯାତ୍ରା ହେଲେ ଏହି କଥା କେହି କହିଲେନି, ବୋଧେ ମହାପ୍ରଭୁଙ୍କ ଇଚ୍ଛା ମୋ ଦ୍ୱାରା ପରି ପ୍ରକାଶ ହଉ। ହୁଁ ଅଳିଆ, ଆବର୍ଜନା, ପାଣି ପାଉଚ, ମୂତ୍ର, ହଜି ଯାଇଥିବା ଚପଲ ଅବା ଜୋତା ବିହୀନ ରଥଯାତ୍ରାର…