Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଅହମ୍ମଦାବାଦରେ ମନ୍ଦିର ଭିତରେ ରଥଯାତ୍ରା

ଗୁଜରାଟ: ଅହମ୍ମଦାବାଦରେ ମନ୍ଦିର ଭିତରେ ହେଉଛି ରଥଯାତ୍ରା । ଗତକାଲି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଶୁଣାଣି କରିଥିଲେ ଗୁଜରାଟ ହାଇକୋର୍ଟ । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଜନସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା ପାଇଁ ବାହାରେ ରଥଯାତ୍ରା ପାଇଁ ମିଳି ନଥିଲା…

ନୀଳକନ୍ଦରରୁ ବାହାରିବେ ନୀଳମଣି

ପୁରୀ:ରତ୍ନ ବେଦୀରୁ ଜନ୍ମ ବେଦୀ । ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା । ପତିତ ଉଦ୍ଧାର ପାଇଁ ବଡ଼ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ବାଡି ଯିବେ । ଟାହିଆ ହଲାଇ ନୀଳ କନ୍ଦରରୁ ବାହାରିବେ ନୀଳମଣି । ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡରେ…

ସବୁ ଲୀଳାମୟଙ୍କ ଲୀଳା …

ପୁରୀ: କାଳିଆ ଠାକୁରଙ୍କ ଲୀଳା ଅପାର । ଗତ ଶୁକ୍ରବାର ରଥ ଯାତ୍ରା ନ ହେବା ନେଇ ନିଷ୍ପତ୍ତି ପରେ ଭାଙ୍ଗିପଡିଥିଲେ ଭକ୍ତ । ତଥାପି କେଉଁଠି ନା କେଉଁଠି ଥିଲା ଆଶାର କିରଣ । ଭକ୍ତ ଗୁହାରି କଲେ ହେ ମହାପ୍ରଭୁ ତମକୁ କଣ ଚଳିତ ବର୍ଷ ବଡଦାଣ୍ଡରେ ଦେଖିବୁନି । ଏଥର କଣ ତମେ ମାଉସୀ ଘର ଯିବନି । ଆମେ…

ଅହମ୍ମଦାବାଦରେ ରଥଯାତ୍ରା ଲାଗି ମିଳିଲା ଅନୁମତି; ସୀମିତ ଭକ୍ତଙ୍କ ଦ୍ୱାରା ରଥ ଟାଣିବାକୁ ଗୁଜରାଟ ହାଇକୋର୍ଟଙ୍କ…

ଅହମ୍ମଦାବାଦ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ପରେ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରାକୁ ମିଳିଛି ଅନୁମତି । ଅହମ୍ମଦାବାଦରେ ରଥଯାତ୍ରା ହେବା ନେଇ ସୋମବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ…

ଦୂରଦର୍ଶନ ସମେତ ଅନ୍ୟ ଘରୋଇ ଚ୍ୟାନେଲରେ ହେବ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା  ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କ’ଣ ସର୍ତ୍ତ ରଖିଲେ ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାଲାଗି କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ଅନୁମତି ପ୍ରଦାନ କରିଛନ୍ତି । “ ଜନସାଧାରଣଙ୍କ ଉପସ୍ଥିତି ବିନା ରଥଯାତ୍ରା କଟକଣା ଦେଇ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ଓଡ଼ିଶାର ଜଣେ…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା କୋଭିଡ୍ ଟେଷ୍ଟ ସରଞ୍ଜାମ; ସେବାୟତଙ୍କ ହେବ ପରୀକ୍ଷା

ପୁରୀ: ପୁରୀରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏବେ ପୁରୀରେ ସମସ୍ତ ଆୟୋଜନ ଜୋରସର୍ ଆରମ୍ଭ ହୋଇଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ: …

ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ପୁରୀ: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ଆଜି ରଥଖଳାରୁ ସିଂହଦ୍ୱାର ଚକଡ଼ାକୁ…

ରଥଯାତ୍ରା ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ : ସକାଳ ୭ଟା ରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଆସନ୍ତାକାଲି ହେବାରୁ ଥିବା ଘୋଷଯାତ୍ରା ପାଇଁ ନୀତିକାନ୍ତି ତାଲିକା ପ୍ରକାଶ ପାଇଛି । ଭୋର ତିନିଟାରେ ହେବ ମଙ୍ଗଳ ଆଳତୀ, ୩ୟା ୧୫ରେ ମଇଲମ, ୩ଟା ୩୦ରେ ତଡପଲାଗି ଅନୁ ହେବ । ସାଢେ ଚାରିଟାରେ ଅବକାଶ ନୀତି ଓ ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ । ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ…

ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ

ପୁରୀ: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମେତ ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଅଗଣିତ ହିନ୍ଦୁ ସମାଜ, ସାଢେ ଚାରି କୋଟି ଓଡ଼ିଆ ତଥା ବିଶ୍ୱବ୍ୟାପୀ ରହିଥିବା କୋଟି କୋଟି…