Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟର ଉତ୍କଳ ରଙ୍ଗମଞ୍ଚରେ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏଥିରେ ମୁଖ୍ୟ ଅତିଥି ଭାବରେ…

ଆଦିବାସୀ ମେଳାରେ ହର୍ବାଲ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ଏବଂ ମସଲା ଦର୍ଶକଙ୍କୁ କରିଛି ଅଧିକ ଆକର୍ଷିତ

ଭୁବନେଶ୍ୱର : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାରେ ହର୍ବାଲ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ଏବଂ ମସଲା ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଛି। ଏହି ମେଳାରେ “ଚିରୋଞ୍ଜୀ” ଯାହା…

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ଵର : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୧୪ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ…

ପବିତ୍ର ଶାମ୍ବ ଦଶମୀ: ଘରେ ଘରେ ମହକୁଛି ପିଠା, ମିଠାର ବାସ୍ନା, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

ଭୁବନେଶ୍ଵର: କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ…

ଉଦଯାପିତ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୧୪ ସୋମବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓରମାସ ତରଫରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚସ୍ତରୀୟ ଚୟନ କମିଟି…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ବି…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସରେ ପୂର୍ବାହ୍ନ ଅଧିବେଶନରେ ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ,…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ ଜେଜୁଟରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସର ତିନୋଟି ଯାକ ଅଧିବେଶନରେ ଉତ୍ସାହର ସହ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ପ୍ରଥମ…

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି…