Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

କଳାହାଣ୍ଡି କନକ୍ଲେଭ ଅବସରରେ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ

ଭବାନୀପାଟଣା : ଜନଜାତି ସାଧନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି କନକ୍ଲେଭ୍ ଅବସରରେ 'ଚାଲ୍ ଦେଖମା ଆମର୍ କଳାହାଣ୍ଡି' ଶୀର୍ଷକରେ ଏକ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର,…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଉତ୍ସବ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସଂଗ୍ରହାଳୟକୁ…

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସ ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ…

ଏକକ, ଯୁଗଳ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କ ମନ ମୋହିଲେ ନୃତ୍ୟଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ଅବସରରେ ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ଏହି…

ବରଗଡ଼ ଧନୁଯାତ୍ରା ଓ କଳାକୁଞ୍ଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରାଚୀନ ସମ୍ବଲପୁର ଜିଲ୍ଲାର ଇତିହାସ ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ବେଶ ଚଳଚଞ୍ଚଳ ରହି ଆସିଥିଲା । ଇତିହାସ କହେ ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ସବୁ ଅଞ୍ଚଳ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ…

ଲଣ୍ଡନରେ ତିଆରି ହେଉଛି ଜଗନ୍ନାଥ ମନ୍ଦିର, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ସଂଗ୍ରହ ହେଲା ପାଣ୍ଠି

ଲଣ୍ଡନ  : ସେଣ୍ଟ୍ରାଲ ଲଣ୍ଡନର ପ୍ରସିଦ୍ଧ ରାଡା (ଆରଏଡିଏ ) ଷ୍ଟୁଡିଓରେ ଚାରିଟେବଲ ଟ୍ରଷ୍ଟ 'ଶ୍ରୀ ଜଗନ୍ନାଥ ସୋସାଇଟି ଅଫ୍ ୟୁକେ' ପକ୍ଷରୁ ଭାରତର ଦୁଇଟି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଯଥା ଓଡ଼ିଶୀ ଓ କଥକକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ 'ସମର୍ପଣ' ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ ଓ…

ମୁମ୍ବାଇରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ

ମୁମ୍ବାଇ : ଓଡ଼ିଶା ବାହାରେ ରହି ଓଡ଼ିଆତ୍ୱକୁ ବଜାୟ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ସବୁବେଳେ ପ୍ରୟାସ ଜାରି ରଖିଥାନ୍ତି । ନିକଟରେ ନବୀ ମୁମ୍ବାଇ ଅଞ୍ଚଳରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସାମାଜିକ ସଂସ୍ଥା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ୍ସ ବା ବୋଆ ପକ୍ଷରୁ…

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌ ଭୁବନେଶ୍ୱର : ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ 'ନୂଆଁଖାଇ ଭେଟଘାଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳା,ସଂସ୍କୃତି, କ୍ରୀଡ଼ା,…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଭାରତର ସ୍ବାଧିନତା ପୁର୍ତ୍ତିର ୭୫ ବର୍ଷ ପାଳନ ଉପଲକ୍ଷେ ପାଳିତ ହେଉଥିବା ''ଆଜାଦୀକା ଅମୃତ ମହୋତ୍ସବ'' ଅବସରରେ ଭୁବନେଶ୍ୱରର ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ…

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…