Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୬୫ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ମାଧ୍ୟମରେ ୧୬୫ତମ କଥାମୃତ ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ବାଳକୃଷ୍ଣ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକ ୱେବିନାର ଆୟୋଜିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ 'ଓଡ଼ିଆ ଭାଗବତରେ ସୁଭାଷିତ' ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି 'ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ' ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ 'ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼' ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି…

୪୦ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ ସହ ପାଳିତ ହେଲା ନବବର୍ଷ

ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର (ଓଆଇସି) ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୬ ଜଣ ଉଦ୍ୟୋଗୀ ଓ ୧୫ ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅତିଥି ମାନଙ୍କୁ ୪୦ ପ୍ରକାର…

ଓଏସଏସ ପକ୍ଷରୁ ଜିତେନ୍ଦ୍ର ହରିପାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ ପ୍ରଦାନ

ସିଙ୍ଗାପୁର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସଏସ) ପକ୍ଷରୁ ଆନ୍ଦନ ଓ ଉତ୍ସାହର ସହ ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇସିସିଆର ମହା ନିର୍ଦ୍ଦେଶକ ଦିନେଶ କେ. ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ…

ବାଲୁଚିସ୍ତାନରେ ମା’ଭବାନୀଙ୍କ ଚୈତ୍ର ପୂଜା

ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

‘ଅନୱାର୍ଡ ଓଡ଼ିଶା’ ରେ ଅଂଶଗ୍ରହଣ କଲେ ୬୧ଜଣ ଚିତ୍ରଶିଳ୍ପୀ

ଭୁବନେଶ୍ୱର : ଭୋପାଳ, ମଧ୍ୟପ୍ରଦେଶରେ ଅବସ୍ଥିତ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ 'ଅନୱାର୍ଡ ଓଡ଼ିଶା' ଶୀର୍ଷକରେ ଏକ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଅନୁପ କୁମାର ଚାନ୍ଦ ଓ ପୁନମ ଜୈନଙ୍କ ତତ୍ତ୍ୱାବଧାନରେ…

ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରାଧନା ସମ୍ମାନ ୨୦୨୦ ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ୯ ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ -୨୦୨୦ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୨୦୨୦ ବର୍ଷ ପାଇଁ ବାସୁଦେବ ମାଲବିଶୋଇ ଏବଂ ଲଳିତ ନାରାୟଣ…

୫ ରେ ମଞ୍ଚସ୍ଥ ହେବ ‘ସଫୋକ୍ଲିସଙ୍କ ରାଜା ଇଡିପସ’

ଭୁବନେଶ୍ୱର : ଏସ. ଏଚ ଫାଉଣ୍ଡେସନ ପକ୍ଷରୁ ଅଢେ଼ଇ ହଜାର ବର୍ଷ ତଳର ଗ୍ରୀକ ନାଟକ 'ସଫୋକ୍ଲିସଙ୍କ ରାଜା ଇଡିପସ' ଆସନ୍ତା ୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି । ଏହି କାହାଣୀଟି ହଜାର ହଜାର ବର୍ଷ ତଳେ ପ୍ରାଚୀନ ଗ୍ରୀସ ଦେଶର ଥେବାଇ ନଗରୀ-ରାଜ୍ୟର ରାଜା…