Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଧଉଳି-କଳିଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା, ଓଡିଶୀରେ ଦଶାବତାରର ନୂଆ ପ୍ରୟୋଗ ଓ କଥକର ରୋମାଞ୍ଚ

ଧଉଳି –କଳିଙ୍ଗ ଉତ୍ସବର ଆରମ୍ଭ ହୋଇଥିଲା ଓଡିଶୀ “ଦଶାବତାର” ନୃତ୍ୟରୁ। ଶାନ୍ତି ଓ ସମତାର ପ୍ରତୀକ ଧଉଳି ଗିରି ପାଦଦେଶରେ ଓଡିଶା ଡାନ୍ସ ଏକାଡେମି ଦ୍ଵାରା ଆୟୋଜିତ ଏହି ଉତ୍ସବ ରାଜ୍ୟ ପର୍ୟଟନ ବିଭାଗର ସ୍ଵତନ୍ତ୍ର ମାନ୍ୟତା ପାଇଛି ଓ ଗତ କିଛି ବର୍ଷଧରି ରାଜ୍ୟ ସରକାର ଏହି ଉତ୍ସବ ଆୟୋଜନର…

ଆମ ତୋଷାଳୀ ମେଳା, ମିଙ୍ଗେଇ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ

-ସୁମିତ୍ରା ପାଢ଼ୀ ଏବେ ଭୁବନେଶ୍ୱରରେ ତୋଷାଳୀ ମେଳା ଚାଲିଛି । କିଛି ବର୍ଷ ହେଲା କ୍ରାଫ୍ଟର ପ୍ରଚାର ପ୍ରସାର ପାଇଁ ସରକାର ଏମିତିକା ମେଳାମାନ ଆୟୋଜନ କରୁଛନ୍ତି । ଭାରତରେ ଆର୍ଟ ଓ କ୍ରାଫ୍ଟର ବିଭାଜନକାରୀ ରେଖା କିନ୍ତୁ ଆଗରୁ ନଥିଲା । ସବୁକିଛି କଳାର ପର୍ଯ୍ୟାୟଭୁକ୍ତ ଥିଲା । ସବୁକିଛିର…

ସଞ୍ଚାର କଳାକାର ଦୁଃଖନାଶନ ବେହେରା ବେନି ମାଧବ ସମ୍ମାନ ପାଇଁ ମନୋନୀତ

ସମ୍ବଲପୁର : ଗଙ୍ଗାଧର ବିଶି ପ୍ରକାଶନୀ ସମ୍ବଲପୁର ତରଫରୁ ଦ୍ୱିତୀୟ "ବେନି ମାଧବ ସମ୍ମାନ" ପାଇବା ପାଇଁ ବିଶିଷ୍ଟ ସଞ୍ଚାର କଳାକାର  ଦୁଃଖନାଶନ ବେହେରା ମନୋନୀତ ହୋଇଛନ୍ତି। ଏକ ସ୍ଵତନ୍ତ୍ର ବୈଠକରେ ମନୋନୟନ କମିଟିର ସଦସ୍ଯ ଶ୍ରୀଯୁକ୍ତ ସଞ୍ଜୟ ସୂପକାର, ଶ୍ରୀଯୁକ୍ତ ଅଶୋକ ପଧାନ, ଡ.…

ଫେବୃଆରୀ ୬ରୁ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୬ରୁ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର…

ଧଉଳି ଗିରି ଓ କୌଶଲ୍ୟାଗଙ୍ଗର ଇତିହାସ; ଏକ ନୂତନ ଅନ୍ଵେଷଣ

କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ ।କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି ।ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି…

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଉଦ୍‍ଯାପିତ; ଶେଷ ସନ୍ଧ୍ୟାରେ ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ  

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଛଉନୃତ୍ୟ ପ୍ରେମରେ କଲମ୍ବିଆର ନୃତ୍ୟଶିଳ୍ପୀ କେରୋଲିନା

ବାରିପଦା : ମୟୂରଭଞ୍ଜର ଐତିହ୍ୟସମ୍ପନ୍ନ ଛଉନୃତ୍ୟ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଅନେକ ବିଦେଶୀ ବି ଏହାର ପ୍ରେମରେ ପଡିଯାନ୍ତି । ଏମିତି ଜଣେ ବିଦେଶୀନି ହେଉଛନ୍ତି କଲମ୍ବିଆର କେରୋଲିନା ପ୍ରାଦା । କରୋଲିନା ଜଣେ ଛଉନୃତ୍ୟ ଶିଳ୍ପୀ ଭାବେ ବେଶ୍ ନାଁ କରିଛନ୍ତି । କରୋନା ଯୋଗୁଁ ସରକାର…

ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନରେ ଶ୍ରୋତା ବିମୋହିତ

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଛନାରେ ରାଜାରାଣୀ ମନ୍ଦିର ପରିସର ମୁଖରିତ ହୋଇଥିଲା। ବିଖ୍ୟାତ ଗାୟକ ତଥା ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରାମହରି ଦାସ ଓ ସାଥିଙ୍କ ଦ୍ଵାରା ଓଡିଶୀ ସଙ୍ଗୀତ…

ରାଜାରାଣୀ ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଆରମ୍ଭ ହେଲା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କ ସଙ୍ଗୀତରୁ

ଭୁବନେଶ୍ୱର :କର୍ଣ୍ଣାଟକୀ ଗାୟିକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ତିନି ଦିନ ପାଇଁ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ…

ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ

ବହି- ଚିତ୍ରଶାସ୍ତ୍ର, ପାମ ଲିଫ ମାନ୍ୟୁସ୍କ୍ରିପ୍ଟ ଫ୍ରମ ଓଡିଶା ଲେଖକ-ଏବରହାର୍ଡ ଫିଶର-ଦିନନାଥ ପାଠୀ ପ୍ରକାଶକ- ମ୍ୟୁଜିୟମ ରିଟବର୍ଗ, ଜୁରିକ, ସୁଇଜରଲାଣ୍ଡ ଏବଂ ଆଲିସ ବୋନର ଫାଉଣ୍ଡେସନ, ବାରାଣସି ପୃଷ୍ଠା-୯୪, ପ୍ରକାଶକାଳ- ୨୦୨୦…