Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଦିନକୁ ଦିନ ଓଡ଼ିଶାରେ ଲୋପ ପାଉଛି କଳା, କ’ଣ ରହିଛି ଏହାର କାରଣ

ଭୁବନେଶ୍ବର: କଳାକାରର ଅଳଙ୍କାର ହେଉଛି ତାର କଳା । କିଏ ସଂଙ୍ଗୀତକୁ ତ କିଏ ନୃତ୍ୟକୁ ଆଉ କିଏ ଅଭିନୟ ମାଧ୍ୟମରେ ତାର କଳାକୁ ପ୍ରଦର୍ଶନ କରେ । ସମଗ୍ର ବିଶ୍ବରେ ସର୍ଜନଶୀଳତାର ପ୍ରୋତ୍ସାହନ ସଚେତନ ପାଇଁ ପ୍ରତି ବର୍ଷ ଏପ୍ରିଲ ୧୫ ତାରିଖରେ ପାଳନ କରାଯାଏ ବିଶ୍ବ କଳା ଦିବସ । କାରଣ ଏହିଦିନ…

କାଲି ରୁକୁଣା ରଥ, ଆଜି ନେତ ଉତ୍ସବ, ମରୀଚିକୁଣ୍ଡର କଳସ ପାଣିରେ ଆରମ୍ଭ ହେବ ରଥ ପ୍ରତିଷ୍ଠା ପର୍ବ

ଭୁବନେଶ୍ଵର: ଆଜି ନେତ୍ର ଉତ୍ସବ । ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । କାଲି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ଆଜି ମଧ୍ୟ ରାତ୍ରିରୁ…

ସୁନା ବେଶରେ ଦର୍ଶନେ ଦେଇଛନ୍ତି ମା’ ତାରିଣୀ, ଧୁମଧାମରେ ଜମୁଛି ଚଇତି ପର୍ବ

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଛି । ଆଜି ଭୋର ୫ଟାରୁ ମା’ଙ୍କ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ଚଉରା ମୂଳେ ବନ୍ଧାହେବ ବସୁନ୍ଧରା ଠେକି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଗୁରୁକୂଳ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ବିଜୟ କୁମାର ଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁକୂଳର ସଚିବ ଗୁରୁ…

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ର ଦ୍ଵିତୀୟ ସନ୍ଧ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯକ୍ରମରେ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ…

ଗୁରୁକୁଳ ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୁରୁକୁଳର ଅବଦାନ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ। ସେପଟେ ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର…

ବିଦେଶ ମାଟିରେ ଚମକିଲେ ଜନଜାତି ଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଦୁବାଇଠାରେ ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ ଭାରତର କନ୍ସୁଲ ଜେନେରାଲ  ସତିଶ କୁମାର ଶିବମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର…

ପ୍ରଥମ ଥର ଓଡ଼ିଶା ଜନଜାତି ଶିଳ୍ପୀମାନେ ବିଦେଶ ମାଟିରେ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନ କରୁଛନ୍ତି । ପ୍ରଥମ ଥର ପାଇଁ ବିଦେଶ ମାଟିରେ, ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗାଠାରେ ୩ ଦିନ ଧରି…