Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନକଲି କୋଭିଡ-୧୯ ବଟିକା ବିକ୍ରି ଅଭିଯୋଗରେ ‘ଆଇରନ ମ୍ୟାନ-୨’ ଅଭିନେତା ଗିରଫ

ଲସଏଞ୍ଜେଲ୍ସ: ଆଇରନ ମ୍ୟାନ-୨ ଚଳଚଚ୍ଚିତ୍ରର ଅଭିନେତା କିଥ ଲରେନ୍ସ ମିଡିଲବ୍ରୁକ ଏଫବିଆଇ ଏଜେଣ୍ଟ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ଉପରେ ନକଲି କୋଭିଡ-୧୯ ପ୍ରତିଷେଧକ ବଟିକା ବିକ୍ରି ଅଭିଯୋଗ ଆସିଛି । ସେ ‘ଆଇରନ ମ୍ୟାନ-୨’ ଫିଲ୍ମ ସହିତ ‘ଏଣ୍ଟାଉରେଜ’ ଟିଭି ସିରିଏଲ ପାଇଁ ଚର୍ଚ୍ଚିତ ।…

ଦକ୍ଷିଣ କୋରିଆ(ପେସେଣ୍ଟ-୩୧)କୁ ନଜରରେ ରଖି ସୁପର୍ ସ୍ପ୍ରେଡର୍ ନ ହେବାକୁ କହିଲେ ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବାର ଦିନକ ପରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଦକ୍ଷିଣ କୋରିଆର ଜଣେ ବୃଦ୍ଧ ମହିଳାଙ୍କ ଉଦାହରଣ ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ କୋରିଆର ‘ପେସେଣ୍ଟ -୩୧’ ଭଳି ସୁପର ସ୍ପ୍ରେଡର ହୁଅନ୍ତୁନି…

କରୋନା ଭୟ: କର କ୍ଲିନିକର ସଫେଇ କର୍ମଚାରୀ ହଟହଟା

ଭୁବନେଶ୍ୱର : ତୃତୀୟ କରୋନା ପଜିଭିଭ ରୋଗୀ ରାଜଧାନୀର କର କ୍ଲିନିକରେ ଚିକିତ୍ସିତ ହେଉଥିବାରୁ ଏଠାକାର କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡିଛି । ଶୁକ୍ରବାର ହସ୍ପିଟାଲର ୧୩ ଜଣ ସଫେଇ କର୍ମଚାରୀଙ୍କୁ ସେମାନେ ରହୁଥିବା ବସ୍ତିରେ ପଶିବାକୁ ଦିଆଯାଇ ନ ଥିଲା । ଏ ନେଇ ସେମାନେ ଭୁବନେଶ୍ୱର…

ଭୁବନେଶ୍ୱରର ଆଉ ୨ଟି ହୋଟେଲରେ ୩୦୦ ଟଙ୍କାରେ ମିଳିବ କ୍ୱାରେଣ୍ଟାଇନ ସୁବିଧା

ଭୁବନେଶ୍ୱର: ବିଏମସି(ଭୁବନେଶ୍ୱର ମହାନଗର ନିଗମ) ତରଫରୁ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ହୋଟେଲ ଗୁଡିକରେ କ୍ୱାରେଣ୍ଟାଇନ ସୁବିଧା କରାଯାଇଛି । ତେବେେ ଉପଲବ୍ଧ କରାଯାଇଥିବା ପେ- ଆଣ୍ଡ-ୟୁଜ କ୍ୱାରେଣ୍ଟାଇନ ସୁବିଧା ସୂଚୀରେ ଆଉ ୨ଟି ହୋଟେଲ ସାମିଲ ହୋଇଛି । ଏହି ତାଲିକାରେ ସାମିଲ ହୋଇଥିବା…

କାମରେ ଯୋଗ ଦେଲେ ଆଇଏଏସ୍ ତଥା ଓଏମସିର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର : ୧୪ ଦିନର କ୍ୱାରେଣ୍ଟାଇନ ପରେ କାମରେ ଯୋଗ ଦେଲେ ଆଇଏଏସ୍ ଆର୍ ଭିନିଲ କ୍ରିଷ୍ଣା । ତାଙ୍କୁ କୋଭିଡ୍‌୧୯ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି । ଏ ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ବିଦେଶରୁ ୧୦ ତାରିଖରେ ଫେରିଥିବା ବେଳେ ସରକାର ନିର୍ଦ୍ଦେଶ କ୍ରମେ ୧୬ ତାରିଖରେ…

ଭୁବନେଶ୍ୱର ରୁଚିକା ମାର୍କେଟରୁ ଗୁଜୁରାଟୀ ଦମ୍ପତ୍ତିଙ୍କୁ ଉଦ୍ଧାର କଲା ବିଏମସି

ଭୁବନେଶ୍ୱର: ଓଡିଶା ବୁଲିବାକୁ ଆସିଥିବା ବେଳେ ଲକ୍ ଡାଉନ ଯୋଗୁଁ ରାଜଧାନୀରେ ଫଶି ରହିଥିବା ଗୁଜୁରାଟୀ ଦମ୍ପତ୍ତି ଙ୍କୁ ଭୁବନେଶ୍ୱରର ରୁଚିକା ମାର୍କେଟରୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଉଦ୍ଧାର କରିଛି । ସୁରଟର ଜିତେନ୍ଦ୍ର ବାଲାଜୀ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ନେଇ ଗତ ୧୪…

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ…

କରୋନାଭାଇରସର ପ୍ରାରମ୍ଭିକ ଲକ୍ଷଣ; ଏହାକୁ ସାମାନ୍ୟ ଭାବି ଭୁଲ କରନ୍ତୁନି

ନୂଆଦିଲ୍ଲୀ: କରୋନାଭାଇରସ ବିଶ୍ୱବ୍ୟାପୀ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଛି । ଭାରତରେ ଏବେ ସୁଦ୍ଧା କରୋନା ଜନିତ ୧୭ଜଣଙ୍କ ମୃତୁ୍ୟ ହୋଇସାରିଛି । କରୋନାଭାଇରସ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥାଏ । ଆରମ୍ଭରେ…

ଲକଡାଉନ: ପ୍ରତିଦିନ ୪ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ପ୍ରତିଦିନ ୪ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି…

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଭାରତୀୟ ରେଳ ପକ୍ଷରୁ…