Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟ ସରକାର ଜାରି କଲେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’; ନିର୍ଦ୍ଦେଶ ନ’ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ନ ବ୍ୟାପିବା ଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ କରୋନା – ୧୯ ନଭେଲ୍ କୋଭିଡ୍ ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି । ଏହି ଭୂତାଣୁର ସଂକ୍ରମଣ ରାଜ୍ୟରେ କିପରି ରୋକାଯାଇପାରିବ ସେଥିଲାଗି ରାଜ୍ୟ ସରକାରଙ୍କ…

କରୋନା ଆତଙ୍କ: ହୋଲି ଅବକାଶ ପରେ କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ (କୋଭିଡ଼-୧୯) ର ବଢୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ସୋମବାର (ମାର୍ଚ୍ଚ ୧୬) ରୁ କୋର୍ଟର କାର୍ଯ୍ୟ କେବଳ ଜରୁରୀ ମାମଲାରେ ସୀମିତ ରହିବ। ଓକିଲଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଯୁକ୍ତି ବା ମୌଖିକ ଦାଖଲ କିମ୍ବା କେବଳ…

ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ତରଫରୁ କରୋନା ସତର୍କତା ନିମନ୍ତେ ଜରୁରୀ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷଠାରେ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ନେଇ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ…

କରୋନା ଆତଙ୍କ; ଗୁଗୁଲ୍ ବେଙ୍ଗାଲୁରୁ ଅଫିସରେ କର୍ମଚାରୀ କରୋନା ପଜିଟିଭ୍ !

ବେଙ୍ଗାଲୁରୁ: ସମଗ୍ର ବିଶ୍ୱରେ କରୋନା ନଭେଲ୍ କୋଭିଡ଼ – ୧୯ ଭାଇରସ୍ ଆତଙ୍କ ରଚିଚାଲିଥିବା ବେଳେ ଏବେ ଭାରତରେ ଏହି ଭୂତାଣୁ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶର ଅଧିକାଂଶ ରାଜ୍ୟକୁ ଏହି ଭୂତାଣୁ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ଗୁଡ଼ିକ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇଲା ଓଡିଶାର ଆଦିବାସୀ ଲୋକ ନୃତ୍ୟ

ବରଗଡ: ୩୦ ହଜାର କଳାକାରଙ୍କୁ ନେଇ ପ୍ରଦର୍ଶିତ ହୋଇଥିବା ‘ଡଙ୍ଗର ଉପରେ କରାମସାନି’ ନାମକ ଏକ ଆଦିବାସୀ ଲୋକ କାର୍ଯ୍ୟକ୍ରମ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇଛି। କରାମସାନୀ ପର୍ବରେ ସର୍ବାଧିକ ସଂଖ୍ୟକ କଳାକାର ଅଭିନୟ କରିବା ପାଇଁ ଏହା ଏକ ରେକର୍ଡ ସୃଷ୍ଟି କରିଥିଲା ​​।…

କରୋନା ଭାଇରସ: ୭ ଟି ସହରରେ ଖୋଲିଲା କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଇରାନ୍‍ରୁ…

କରୋନାଭାଇରସ ଆତଙ୍କ: ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକ ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାଭାଇରସ (କୋଭିଡ-୧୯)କୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କରୋନାଭାଇରସ ସତର୍କତା ନେଇ ଏହିସବୁ ଘୋଷଣା କରିଛନ୍ତି: - ରାଜ୍ୟର…

ଆସନ୍ତୁ ଜାଣିବା କେଉଁ କେଉଁ ଅନ୍ତର୍ଜାତୀୟ ଖେଳାଳି କରୋନା କବଳରେ ପଡିଲେଣି

ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୨୯ ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: କରୋନାଭାଇରସ୍ ଧିରେଧିରେ କାୟା ବିସ୍ତାର କରୁଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଓଡିଶା ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ସରକାରୀ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକଙ୍କ ଦ୍ୱାରା ଏନେଇ ଗୃହରେ ଆଗତ କରାଯାଇଥିବା ଏକ…

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ କରୋନା ସଦିଗ୍ଧ

ଭୁବନେଶ୍ୱର: ତାମିଲନାଡୁରୁ ଫେରିଥିବା ଜଣେ ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ କରୋନାଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ବ୍ୟକ୍ତି ଜଣକ ତାମିଲନାଡୁର ଏକ ଖଦି ମିଲରେ କାମ କରୁଥିଲେ ଏବଂ କିଛି…