Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୋଳ ଉତ୍ସବରେ ଉଲ୍ଲସିତ ଗାଁ ଠୁ ସହର…

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ଚାରିଆଡ଼େ ଏବେ ଚାଲିଛି ଦୋଳ ଉତ୍ସବ । ପ୍ରଭୁ ରାଧାମାଧବ ତ୍ରିଭଙ୍ଗୀ ଠାଣିରେ ଝୁଲି ଝିଲି କରୁଛନ୍ତି ଗାଁ ପରିକ୍ରମା । ଖାଲି ଗାଁ ଗହଳି ନୁହେଁ ରାଜଧାନୀ ଉପକଣ୍ଠର ଗ୍ରାମାଂଚଳ ଗୁଡିକରେ ମଧ୍ୟ ଏହି ଉତ୍ସବ ବଡ଼ ଉତ୍ସାହ ଓ ଉଦିପନାର ସହ…

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା…

କରୋନା ଆତଙ୍କ: ପ୍ରତିଷେଧକ ଲାଗି ବଢିଲା ହୋମିଓପ୍ୟାଥି ଚାହିଦା, ଲମ୍ବାଧାଡ଼ିରେ ଚାଲିଛି ଔଷଧ ବିକ୍ରି !

ଭୁବନେଶ୍ୱର: କରୋନା ଭୂତାଣୁର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସମେତ ଓଡ଼ିଶାରେ ଏହି କରୋନା ଭାଇରସ୍ ସଂକ୍ରମଣ କବଳରୁ ମୁକ୍ତି ପାଇବାଲାଗି ଏବେ ଜନସାଧାରଣଙ୍କ ଠାରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । କେବଳ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜରର ଚାହିଦା ଆକାଶଛୁଆଁ ବୃଦ୍ଧି…

ପବିତ୍ର ଦୋଳ ପୂର୍ଣ୍ଣିମା: ପ୍ରକାଶିତ ହୁଏ ନୂଆ ଓଡ଼ିଆ ପାଞ୍ଜି…

ଫାଲଗୁନ ମାସ ଶୁକ୍ଳ ଦଶମିରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଏକ ମୁଖ୍ୟ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୋଳଗୋବିନ୍ଦ ନାମ ରେ ପୂଜା କରାଯାଇଥାଏ । ପ୍ରକାଶିତ ନଵପାଞ୍ଜିକା ପାଠ ସହ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାବେ ଦୋଳଗୋବିନ୍ଦଙ୍କୁ…

କିପରି ସତର୍କତାର ସହ ଖେଳିବେ ହୋଲି, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହୋଲିରେ କିପରି ରହିବେ ସତର୍କ? ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ସେ ସଂପର୍କରେ ଜାଣନ୍ତୁ... ହୋଲି ଖେଳିବା ସମୟରେ କରମର୍ଦ୍ଦନ କରନ୍ତୁ ନାହିଁ । ପରସ୍ପରକୁ…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରତ୍ନାକର ବନମାଳି ପତି

ଭୁବନେଶ୍ବର: ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି । ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ । ୧୯୫୧ ମସିହା…

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି…

ଦୋଳ ପୂର୍ଣ୍ଣିମା: ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନେ ଆଜି ରତ୍ନସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନିତିନିର୍ଘଣ୍ଟ: ଆଜି ରାତି ୩ଟାରେ ଦ୍ବାରଫିଟା ହେବା ପରେ ପରେ…

ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ପାଳିତ

ଭୁବନେଶ୍ୱର: ହୋଲିରେ ରାସାୟନିକ ରଙ୍ଗ ଖେଳ ଯୋଗୁଁ ଶରୀର ଉପରେ ପଡୁଥିବା କୁପ୍ରଭାବକୁ ନେଇ ଏବେ ଲୋକେ ସଚେତନ ହେଲେଣି । ସେଥିପାଇଁ ଆଜିକାଲି ହର୍ବାଲ ହୋଲି ଖେଳିବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…